କିଡ୍ନି ରୋଗ: ଜାଣନ୍ତୁ ଚିକିତ୍ସା | Kidney Disease: All you need to Know! in Odia | Dr Subodh Kumar Das
Автор: Swasthya Plus Odia
Загружено: 2025-03-22
Просмотров: 262948
#KidneyDisease #OdiaHealthTips
କିଡ୍ନି ଆମ ଶରୀରରେ ଅହରହ କାର୍ଯ୍ୟ କରିଥାଏ ଏବଂ ଶରୀରରୁ ରକ୍ତ ସଫା କରିବା ସହ ସମସ୍ତ ବର୍ଯ୍ୟବସ୍ତୁକୁ ମଧ୍ୟ ବାହାର କରିଥାଏ। ତେଣୁ, କିଡ୍ନିକୁ ସୁସ୍ଥ ରଖିବା ନିହାତି ଜରୁରୀ। ହେଲେ କେମିତି ଜାଣିବେ ଆପଣଙ୍କ କିଡ୍ନି ସଠିକ ଭାବରେ କାର୍ଯ୍ୟ କରୁଛି ନା କୌଣସି ସମସ୍ୟା ରହିଛି? ଆସନ୍ତୁ, ଏ ବିଷୟରେ ଜାଣିବା ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ସୁବୋଧ କୁମାର ଦାସଙ୍କଠାରୁ, ଏହି ଭିଡିଓରେ।
ଏହି ଭିଡିଓରେ ରହିଛି,
କିଡ୍ନିର କାମ କ’ଣ? (0:00)
ବର୍ତ୍ତମାନ କିଡ୍ନି ରୋଗ କାହିଁକି ବଢୁଛି? (0:38)
କିଡ୍ନି ଖରାପ ହୋଇଛି କି ନାହିଁ ଜାଣିବେ କେମିତି? (1:47)
କିଡ୍ନି ରୋଗ ହେଲେ ଏହାର ଚିକିତ୍ସା (2:43)
କିଡ୍ନି ପ୍ରତିରୋପଣ ପରେ କୌଣସି ସମସ୍ୟା ହୁଏ କି? (4:32)
Kidney disease occurs when the kidneys are damaged and can no longer filter waste and excess fluids effectively. It can be caused by conditions like diabetes, high blood pressure, or genetic factors. What are the symptoms of Kidney Disease? How to treat Kidney Disease? Let’s know more from Dr Subodh Kumar Das, a Urologist.
In this Video,
Functions of Kidney, in Odia (0:00)
Causes of Kidney Disease, in Odia (0:38)
Symptoms of Kidney Disease, in Odia (1:47)
Treatment of Kidney Disease, in Odia (2:43)
Are there any complications after Kidney Transplant? in Odia (4:32)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors - please message Swasthya Plus on Facebook: / swasthyaplusodia .
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!
Доступные форматы для скачивания:
Скачать видео mp4
-
Информация по загрузке: