SI Exam Postponed ହେଇଗଲା | SI Exam Cancelled | Officially CPSE SI Exam 2024 Postponed
Автор: Odia Space
Загружено: 2025-09-30
Просмотров: 15500
ଆସିଗଲା SI ପରିକ୍ଷାକୁ ନେଇ Official Update | OPRB Press Notice for CPSE 2024 |
ଅର୍ଜୁନ ୨୦୨୫ (OISF & Constable) New Live Batch: https://odiaspace.classx.co.in/course...
ଯୋଦ୍ଧା Batch 2025 [OISF | Constable | Jail Warder - 1 Yr - ମାତ୍ର ୧୯୯ ଟଙ୍କା] - https://odiaspace.classx.co.in/course...
ଯୋଦ୍ଧା Batch 2025 [OISF | Constable | Jail Warder - 3 Yr] - https://odiaspace.classx.co.in/course...
SI Test Paper 2025 (4500 Questions) : https://odiaspace.classx.co.in/course...
Odisha Police SI Free Mock Test (2000+ Questions): https://odiaspace.classx.co.in/course...
Odisha Police SI Batch (ମିଶନ୍ STAR ବର୍ଦ୍ଧି ୨୦୨୪ - ମାତ୍ର ୨୯୯ ଟଙ୍କା) Join Link - https://odiaspace.classx.co.in/course...
Download App - https://play.google.com/store/apps/de...
Join Telegram Group
Telegram କୁ ଯାଇ search କରନ୍ତୁ "Odia Space". Link: https://t.me/OdiaSpace https://t.me/OdiaSpace
SI Exam 2025 Postponed
SI Exam 2025 Cancelled
SI Exam 2025 Official Press Notice
ବାତିଲ ହେଲା SI ପରୀକ୍ଷା
SI New Exam Date 2025
OPRB CPSE 2024 News
SI Exam Corruption News
SI Exam 2025 Latest NEWS
ଓଡ଼ିଶା ପୋଲିସ୍ SI ପରୀକ୍ଷାରେ ବଡ ଜାଲିଆତି
Odisha Police SI SCAM 2025
ହେଲ୍ପ ଲାଇନ୍ ନମ୍ବର ଜାରି କଲା ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ
-ହେଲ୍ପ ଲାଇନ ନମ୍ବର ୯୦୪୦୪୯୩୨୨୩
-ଯାହାର ଯାହା ଅଭିଯୋଗ ଅଛି ୯୦୪୦୪୯୩୨୨୩ରେ ଜଣାଇ ପାରିବେ
-ସ୍ବଚ୍ଛତାର ସହ CPSE-2024 ପରୀକ୍ଷା ପାଇଁ ନିଆଗଲା ପଦକ୍ଷେପ
-କିଛି ଅସାଧୁ ବ୍ୟକ୍ତି ପରୀକ୍ଷାର୍ଥୀଙ୍କୁ ଭୁଲ୍ ବାଟକୁ ନେବା ଉଦ୍ୟମ
ବ୍ରହ୍ମପୁରରେ ଚାକିରି ରାକେଟର ପର୍ଦ୍ଦାଫାସ୍ । ପୋଲିସ SI ଚାକିରିରେ ଜାଲିଆତି ପାଇଁ ବଡ଼ ଡିଲ୍ । ଜାଲିଆତି ମୂଳରେ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା । ଆଶାୟୀଙ୍କୁ ସ୍ପେଶାଲ୍ କୋଚିଂ ଦେବାକୁ କରୁଥିଲା ଉଦ୍ୟମ
ବ୍ରହ୍ମପୁର ପୋଲିସ ଦ୍ବାରା ଶତାଧିକ SI ପରୀକ୍ଷାର୍ଥୀ ଅଟକ ସୂଚନା
-ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରେ ପୋଲିସ ଧରିଥିବା ସୂଚନା
-SI ପରୀକ୍ଷା ଜାଲିଆତି ପାଇଁ ହାଇଦ୍ରାବାଦ ଯାଉଥିବା ବେଳେ ଧରାପଡ଼ିଲେ
-ଓଡ଼ିଶା ପୋଲିସର ସବ୍ ଇନ୍ସପେକ୍ଟର ପଦବୀ ପରୀକ୍ଷା ଜାଲିଆତି ପାଇଁ ଯାଉଥିଲେ
Доступные форматы для скачивания:
Скачать видео mp4
-
Информация по загрузке: