ଛୋଟ ମୋର ଗାଁଟି ରେ ୨୪ ପ୍ରହର ନାମଯଜ୍ଞ ଓ ଠାକୁରାଣୀ ଯାତ୍ରା 🙏
Автор: Rover Bhabani
Загружено: 2025-07-01
Просмотров: 195
ନମସ୍କାର ଦର୍ଶକ ବନ୍ଧୁ 🙏,
ଯେଉଁ ମାନେ ମୋ ଚ୍ୟାନେଲ ସହ ଆଗରୁ ଜଡ଼ିତ ଅଛନ୍ତି, ସେମାନଙ୍କୁ ହୁଏତ ଏହି ଭିଡିଓ ଟି ଅଲଗା ଲାଗିପାରେ ଆଉ ଏହା ସତ୍ୟ ଯେ ଏହି ଭିଡିଓ ମୋ ଚ୍ୟାନେଲ ର ଉଦ୍ଦେଶ୍ୟ ଠାରୁ ସମ୍ପୂର୍ଣ୍ଣ ଅଲଗା। ମୋ ଗାଁ ରେ ଅନେକ ବର୍ଷ ପରେ ନାମଯଜ୍ଞ ଓ ଠାକୁରାଣୀ ଯାତ୍ରା ଏକତ୍ର ପାଳନ ହୋଇଥିଲା, ଆଉ ଏତେ ଆଡମ୍ବର ସହ ପାଳନ ହେବା ମୋ ପାଇଁ ଅତ୍ୟନ୍ତ ନୂତନ ଅନୁଭୂତି । ଯେଉଁ ଅନୁଭୂତିକୁ ମୋତେ ଆପଣ ମାନଙ୍କ ସହ ବାଣ୍ଟିବାରେ ଖୁସି ଲାଗୁଛି।
ଆପଣ ମାନଙ୍କୁ ହୁଏତ ଏହା ଏକ ଛୋଟ ଆୟୋଜନ ଲାଗିପାରେ କିନ୍ତୁ ମୁ ପାଇଁ ଏହା ବହୁତ୍ ବଡ଼ ଅଟେ । 😁
Copyright Disclaimer: - Under section 107 of the copyright Act 1976, allowance is mad for FAIR USE for purpose such a as criticism, comment, news reporting, teaching, scholarship and research. Fair use is a use permitted by copyright statues that might otherwise be infringing. Non- Profit, educational or personal use tips the balance in favor of FAIR USE.
Odia Bhajan In the background:
Title: Janamila Tume Kansa Bandisale - New Janmastami Krushna Bhajan | Siba Nana(Shiba Prasad Dash)
Video Link:- • Janamila Tume Kansa Bandisale - New Janmas...
Доступные форматы для скачивания:
Скачать видео mp4
-
Информация по загрузке: