ଇରାନର ଚରମ ନିଷ୍ପତ୍ତି, ଦୋହଲିଯିବ ବିଶ୍ୱ ! | Odisha Reporter
Автор: Odisha Reporter
Загружено: 2025-06-24
Просмотров: 5940
#ଇରାନର_ଚରମ_ନିଷ୍ପତ୍ତି_ଦୋହଲିଯିବ_ବିଶ୍ୱ !
ଇରାନ ଉପରେ ଆମେରିକାର ଆକ୍ରମଣ ପରେ କଠୋର ହୋଇଛି ଇରାନ୍। ମଧ୍ୟପ୍ରାଚ୍ୟର ପରିସ୍ଥିତି ଅଧିକ ବିସ୍ଫୋରକ ହୋଇପଡ଼ିଛି। ଏହି ସମୟରେ, ଇରାନ ଏକ ବଡ଼ ଘୋଷଣା କରିଛି। ଇରାନର ସଂସଦ ରଣନୈତିକ ଭାବରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#odishareporter #OdishaReporter #iranisraelconflict #crudeoil #Gas #pricehike #StraitofHormuz #america
Доступные форматы для скачивания:
Скачать видео mp4
-
Информация по загрузке: