ସୂର୍ଯ୍ୟାଭିମୁଖୀ ଆଦିତ୍ୟ L1 || Dinalipi Live
Автор: DINALIPI LIVE
Загружено: 2023-09-02
Просмотров: 142
#DinalipiLive #ଇତିହାସ_ରଚିଲା_ଭାରତ_ସୂର୍ଯ୍ୟାଭିମୁଖୀ_ଆଦିତ୍ୟ_L1
ଅପେକ୍ଷାର ଅନ୍ତ ଘଟିଲା । ସଫଳତାର ପାହାଚ ଅତିକ୍ରମ କରୁଥିବା ବେଳେ ଆଜି ମହାକାଶ ଗବେଷଣା କ୍ଷେତ୍ରରେ ଆଉ ପାଦେ ଆଗେଇଲା ଭାରତ । ଚନ୍ଦ୍ରଯାନ-3ର ଐତିହାସିକ ସଫଳତା ପରେ ସମସ୍ତଙ୍କର ନଜର ସୂର୍ଯ୍ୟ ମିଶନ ଉପରେ ରହିଥିବା ବେଳେ 140 କୋଟି ଭାରତୀୟଙ୍କ ସ୍ବପ୍ନ ଆଦିତ୍ୟ L1 ଉଡାଣ ଭରିଛି । ଆଜି ପୂର୍ବାହ୍ନ 11.50ରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ମହାକାଶ କେନ୍ଦ୍ରରୁ ଏହି ଉପଗ୍ରହକୁ ଉତକ୍ଷେପଣ କରାଯାଇଛି ।
#dinalipilive #ISRO #LAUNCHES #ADITYAL1 #SUNMISSION
is the official YouTube channel of Odia daily newspaper #Dinalipi which was first published in 1981. Being a #fair & #unbiased newspaper, Dinalipi's new digital wing #DinalipiLive will provide much-needed fact-based information to news consumers of Odisha. #OdishaNews #CurrentAffairs
Доступные форматы для скачивания:
Скачать видео mp4
-
Информация по загрузке: