Special Story: Manager Papu accused of abusing Humane Sagar’s mother in viral video
Автор: PADIE SATA
Загружено: 2025-11-19
Просмотров: 942
#ହ୍ୟୁମାନଙ୍କ_ମାଙ୍କୁ_ଅସଭ୍ୟ_ଗାଳି
ଶୁଣିଲେ ତ, ଇଏ କୁଆଡେ ହ୍ୟୁମାନଙ୍କ ମ୍ୟାନେଜର l ତାଙ୍କ କଥା ବାର୍ତ୍ତାର ଶୈଳୀରୁ ଆପଣ ବେଶ୍ ଜାଣିପାରିଥିବ ସେ କେତେ ଭଦ୍ର l ପୁଅକୁ ହରାଇ ଏଠି ବିଚଳିତ ମା' l ତାଙ୍କ ଅଭିଯୋଗ ରେ କେତେ ସତ କେତେ ମିଛ କାହାକୁ ବି ଜଣା ନାହିଁ l ମାନସିକ ସ୍ଥିତି ତାଙ୍କ ଜମା ବି ଠିକ୍ ନାହିଁ l ୩୫ ବର୍ଷର ଭେଣ୍ଡିଆ ପୁଅକୁ ହରାଇ ଏ ମା'ଟା ଭିତରୁ ଭାଙ୍ଗି ପଡ଼ିଥିବା ସ୍ପଷ୍ଟ ଜଣାପଡୁଛି l
After the tragic death of Odia singer Humane Sagar, his mother, Shefali Suna, alleges that his manager, known as Papu (Dinesh), used abusive language and insults against her in a video that has now gone viral. She is still reeling from the loss of her 35-year-old son and says her mental condition is far from stable: “I lost my son… how can they treat me like this?”
#OdishaEntertainment_HumaneSagar #OdiaMusicControversy #ManagerAbuseCase #EntertainmentsIndustryDrama #VerbalAbuseAfterDeath #GrievingMotherStory #ViralVideoSingerCase #MusicIndustryScandal #HumaneSagarMotherAbuse_Odisha #PapuManagerAllegations_Bhubaneswar #ViralVideoManagerHumaneSagar_2025 #Padiesata #Odisha #Viralvideo #SpecialStory
Доступные форматы для скачивания:
Скачать видео mp4
-
Информация по загрузке: