Prasanna Badane Jisu||Odia Christian Devotional Upasana Sangeet||Singer: Late Purna Chandra Khuntia
Автор: 𝔸ℍ𝔸𝔸ℕ & 𝕊𝕌ℍ𝔸𝔸ℕ ℂℍℝ𝕀𝕊𝕋𝕀𝔸ℕ 𝕄𝕌𝕊𝕀ℂ
Загружено: 2022-06-22
Просмотров: 23550
#upasasangeet#odiachristiansong#christiansong#ahaanmusicchristiansong#purnachandrakhuntichristiansong
ପ୍ରଭୁ ଯୀଶୁଙ୍କ ମହତ୍ ମହତ୍ ନାମର ଧନ୍ୟବାଦ ହେଉ ପ୍ରଭୁ ଅନୁଗ୍ରହ କରି ଏକ ଭାବପୂର୍ଣ୍ଣ ଉପାସନା ସଂଗୀତ ଅପଲୋଡ଼ କରିବାକୁ ଏ ସୁନ୍ଦର ସୁଯୋଗ କଲେ | ଆଶାକରୁ ଏହି ଗୀତଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିବ... ଆମେନ୍ |
ଏହି ଗୀତ ସମନ୍ଧରେ ପଦେ...........
୦୧. ଗୀତ ରଚକ: ସ୍ୱର୍ଗତଃ ମୁକୁନ୍ଦ ଦାସ
୦୨. ସଂଗୀତ ଓ ପରିଚାଳନା: ସ୍ୱର୍ଗତଃ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ
୦୩. ଗାୟକ: ସ୍ୱର୍ଗତଃ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ
୦୪. ରି- ମାଷ୍ଟେରିଂ- ସୁକୁମାର ଚୌହାନ୍
୦୫. କ୍ୟାସେଟ୍: ଉପାସନା ସଂଗୀତ( ୩ୟ ଭାଗ)
ଏହି ଗୀତକୁ ଯେଉଁ ମାାନେ ପ୍ରସ୍ତୁତ କରିଥିଲେ ଏହି ଗୀତର ଶ୍ରେୟ ସେମାନଙ୍କୁ ପ୍ରଦାନ କରାଗଲା.... ଧନ୍ୟବାଦ |
Доступные форматы для скачивания:
Скачать видео mp4
-
Информация по загрузке: