ଆଳୁରେ କେଉଁ ହରମୋନ ସ୍ପ୍ରେ କରିବା How to get bumper yield in Potato
Автор: KRUSHI SAMPADA
Загружено: 2021-11-23
Просмотров: 13448
Arabinda Sahoo
KRUSHI SAMPADA
How to get bumper yield in potato cultivation
ଆଳୁ ଫସଲରେ 25ଦିନ ପରେ କେଉଁ ସାର ଓ ହରମୋନ ପ୍ରୟୋଗ କରିବା
25ଦିନ ପରେ ଘାସ ବାଛି ସଫା କରନ୍ତୁ
ଜୈବିକ ସାର ଏକର ପ୍ରତି BIOZYME 10kg
ବା Agri Humic granule 10kg ଓ urea 50kg ପ୍ରୟୋଗ କରନ୍ତୁ
କିମ୍ବା NPK 19:19:19 lit ପ୍ରତି 3gm ହିସାବରେ ସ୍ପ୍ରେ କରନ୍ତୁ
45-50 ଦିନରେ NPK 0:52:34 lit ପ୍ରତି 3gm ସ୍ପ୍ରେ କରନ୍ତୁ
55ଦିନରେ ହରମୋନ Cultar ଏକର ପ୍ରତି 50ml
ବା Taboli 30ml ବା Chamatkar 300ml ବା
Lihocin 30ml ମାଟି ଓଦା ଥିବା ସମୟରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
60-70ଦିନରେ NPK 0:0:50 lit ପ୍ରତି 5gm ହିସାବରେ ସ୍ପ୍ରେ କରନ୍ତୁ
THANK YOU
KRUSHI SAMPADA
#potato #potatocultivation #krushisampada #potatocultivationodia #hormone #fertilizer
Доступные форматы для скачивания:
Скачать видео mp4
-
Информация по загрузке: