୨ ଅଗଷ୍ଟରେ କ'ଣ ହେଲା ପିଡିତାଙ୍କ ବାପାଙ୍କ ବୟାନ ବଦଳିଗଲା। Noise Odisha
Автор: Noise Odisha
Загружено: 2025-08-10
Просмотров: 670
୨ ଅଗଷ୍ଟରେ କ'ଣ ହେଲା ପିଡିତାଙ୍କ ବାପାଙ୍କ ବୟାନ ବଦଳିଗଲା। Noise Odisha
***
ଏବେ ବି ଲିଭିନି ବଳଙ୍ଗା ପୀଡ଼ିତାଙ୍କ ନିଆଁ। ବଳଙ୍ଗା ନାବାଳିକା ପୋଡ଼ି ଘଟଣାର ୨୨ ଦିନ ବିତିଗଲା ତଥାପି ଘଟଣାକୁ ନେଇ ରାଜନୀତି ଥମିବାର ନାଁ ନେଉନି। ପ୍ରଥମେ ବିଜେଡ଼ି ଏବଂ ଆଜି ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛି କଂଗ୍ରେସ। ଆଜି କଂଗ୍ରେସ ସଭାପତି ଭକ୍ତ ଦାସଙ୍କ ସଭାପତିତ୍ବରେ ଶତାଧିକ କଂଗ୍ରେସ କର୍ମୀ ଏବଂ ନେତୃବୃନ୍ଦ ଏକତ୍ରିତ ହୋଇ ଖେଲାର ବଜାର ଠାରୁ ବାୟାବର ଓ ବଳଙ୍ଗା ପଦଯାତ୍ରାରେ ଯାଇ ନିମାପଡ଼ା ରେ ପହଞ୍ଚି ଥିଲେ। ବଳଙ୍ଗା ପୀଡିତାଙ୍କୁ ନ୍ୟାୟ ଏବଂ ଅପରାଧୀକୁ ଗିରଫ ଦାବୀରେ ନାରାବାଜି କରିବା ସହିତ ଘଟଣାରେ ରାଜ୍ୟ ସରକାରଙ୍କୁ ସିଧାସଳଖ ଦାୟି କରିଛି କଂଗ୍ରେସ।
Доступные форматы для скачивания:
Скачать видео mp4
-
Информация по загрузке: