‘ଅନନ୍ତଙ୍କ ପିଟିସନ୍ ଖାରଜ, ଆପଣଙ୍କ ପାଖରେ ନୂଆ କଥା ପହଞ୍ଚିବ’ | Odisha Reporter
Автор: Odisha Reporter
Загружено: 2025-12-01
Просмотров: 3844
#ଆପଣଙ୍କ_ପାଖରେ_ନୂଆ_କଥା_ପହଞ୍ଚିବ- ଜଗନ୍ନାଥ ପ୍ରଧାନ
ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ସୁପ୍ରିମ ଝଟକା । ଅନନ୍ତଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଛି | ତାଙ୍କ ବିରୋଧରେ ଦାୟର ନିର୍ବାଚନୀ ମାମଲାକୁ ବିନା ଶୁଣାଣିରେ ଖାରଜ କରିବାକୁ ନେଇ ହାଇକୋର୍ଟ ଦେଇଥିବା ରାୟ ସୁପ୍ରିମକୋର୍ଟରେ କାଏମ ରହିଛି। ଅନନ୍ତଙ୍କ ଜେନାଙ୍କ ଇଲେକ୍ସନ ଫଳାଫଳକୁ ନେଇ ପିଟିସନ ଦାୟର କରିଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନ କ'ଣ କହୁଛନ୍ତି ଶୁଣନ୍ତୁ...
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #jagannathapradhan #Bhubaneswar #SupremeCourt #OdishaReporter
Доступные форматы для скачивания:
Скачать видео mp4
-
Информация по загрузке: