ନୂଆ ବର୍ଷ ଆରମ୍ଭ ପୁରୀରୁ: ଯାତ୍ରା ଓ ଦର୍ଶନ ସହଜ ଗାଇଡ୍ || puri ||
Автор: URVASI ODIA VLOG
Загружено: 2025-12-31
Просмотров: 367
ନୂଆ ବର୍ଷରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାକୁ ଯୋଜନା କରୁଛନ୍ତି କି?
ଏହି ଭିଡିଓରେ ଆପଣ ଜାଣିବେ New Year ସମୟରେ ପୁରୀ କେମିତି ଯିବେ, ଟ୍ରେନ୍/ବସ୍/ଗାଡ଼ି ଯାତ୍ରା ସୁବିଧା, ମନ୍ଦିର ଦର୍ଶନ ନିୟମ, ସର୍ବଶ୍ରେଷ୍ଠ ସମୟ, ଭିଡ଼ ଥିଲେ କେମିତି ସହଜରେ ଦର୍ଶନ କରିପାରିବେ ଓ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ।
ନୂଆ ବର୍ଷରେ ସୁରକ୍ଷିତ, ସହଜ ଓ ଶାନ୍ତିପୂର୍ଣ୍ଣ ପୁରୀ ଦର୍ଶନ ପାଇଁ ଏହି ଭିଡିଓ ଆପଣଙ୍କୁ ସମ୍ପୂର୍ଣ୍ଣ ଗାଇଡ୍ ଦେବ।
🙏 ଜୟ ଜଗନ୍ନାଥ
ଭିଡିଓଟି ଭଲ ଲାଗିଲେ Like, Share ଓ Subscribe କରିବାକୁ ଭୁଲିବେ ନାହିଁ।
#puri #jagannath #purijagannadh #viral #jagannathtemple #purijagannath #temples #viralvideo #youtube #youtuber #support #subscribe #success #purijagannathtemple #puridham #urvasiodiavlog #urvasi
Доступные форматы для скачивания:
Скачать видео mp4
-
Информация по загрузке: