ଗାଈ ଚୋରି କରି ମାଂସ କାଟୁଥିବା ବେଳେ ୨ ଜଣଙ୍କୁ କାବୁ କରି ପୋଲିସର ଜିମା ଦେଲେ ଗ୍ରାମବାସୀ || Arambha News
Автор: Arambha News
Загружено: 2025-03-31
Просмотров: 919183
#ଗାଈ_ଚୋରି_କରି_ଧରାପଡ଼ିଲେ
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ଗାଁରେ ଚାଞ୍ଚଲ୍ୟକର ଘଟଣା। ଯାହାର ଏକ୍ସିକ୍ଲୁସିଭ ଭିଜୁଆଲ ଆମେ ଆପଣଙ୍କୁ ଦେଖାଉଛୁ। ଗାଈ ଚୋରି କରି ତାକୁ ଟାଙ୍ଗିଆରେ ହାଣି ମାଂସ କାଟୁଥିବା ବେଳେ ୨ ଜଣଙ୍କୁ କାବୁ କରି ପୋଲିସର ଜିମା ଦେଇଛନ୍ତି ଗ୍ରାମବାସୀ। ଉଭୟେ ଅଭିଯୁକ୍ତ ଖମାର ଗାଁର ନଟୁ ଗୋଛାୟତ ଏବଂ କମ୍ପୁଲେଇ ଗାଁର ଚଗଲୁ ନାଏକ। ଉଭୟେ ପ୍ରଥମେ କମ୍ପୁଲେଇ ଗାଁର ଜାନି ପତିଙ୍କର ଗୁହାଳରୁ ଗାଈଟିକୁ ଚୋରି କରିଥିଲେ।
#arambhanews #odishanews #dhenkanal #cow #brief #latestnews #dhenkanalnews #thief
"Stay informed with Armbha News - Your trusted source for timely and reliable news updates. Explore a diverse range of topics, from current affairs to lifestyle, all presented with accuracy and insight. Your gateway to well-rounded news coverage awaits at Armbha News."
Connect With Arambha News Other Digital Platform
Website :- http://arambhanews.com/
Instagram :- / arambhanews
Facebook :- / arambhanews
Twitter :- / arambhanews
Доступные форматы для скачивания:
Скачать видео mp4
-
Информация по загрузке: