Washing Machine
Автор: Mahalakshmi Astro And Vastu
Загружено: 2025-07-26
Просмотров: 184
ୱାସିଙ୍ଗ ମେସିନର ଗୁଣ ଧର୍ମ ଚର୍ଣ୍ଣ ଏବଂ ସଫା କରିବା ,ଏହା ଯେଉଁ ଦିଗରେ ରହିଥାଏ ସେହି ଦିଗର ଗୁଣ ଧର୍ମକୁ ନଷ୍ଟ କରିଥାଏ | ବାସ୍ତୁ ଶାସ୍ତ୍ରରେ ମୂଳ ରୂପରେ ୪ ଟି ଦିଗ ,ଆଙ୍ଗୁଲାର ଡିଭିଜନ ଅନୁଯାୟୀ ୧୬ଟି ଦିଗ ଅଧିକନ୍ତୁ ପ୍ରତିଟି ଦିଗର ସ୍ୱତନ୍ତ୍ର ଗୁଣ ଧର୍ମ ରହିଅଛି ଉଦାହରଣ ସ୍ୱରୂପ ଇଷ୍ଟ ଅଫ ନର୍ଥ ଇଷ୍ଟ ( ପୂର୍ବ - ଐଶାନ୍ୟ ) ଏହିଦିଗର ଗୁଣ ଧର୍ମ - ଫନ ,ହାପିନେସ୍ ଏବଂ ରିକ୍ରିଏସନ ଯଦି ଏହି ଦିଗରେ ୱାସିଂ ମେସିନ ରହିଥାଏ ଜୀବନରେ ସବୁ ଥାଇ ଖୁସି ଛଡାଇ ନେଇଥାଏ
#astrology #vastuu #numerlogy
Dr.Sandhyarani Mishra
Mob -8456014477
Доступные форматы для скачивания:
Скачать видео mp4
-
Информация по загрузке: