ମାଁ ବନଦୁର୍ଗା ଯାତ୍ରା ୨୦୨୫ 🙏କୁଆଁରମାଲ/ପକେଲଖୋଲ/ପଣାଡ଼ିହି Sunani Vlogs
Автор: Sunani Vlogs
Загружено: 2025-11-29
Просмотров: 44
Hello guy's welcome back to my channel :-
Sunani Vlogs
• Instgram id - https://www.instagram.com/sunaniiiiii...
About this Video's 👇
Date _ 30:10:2025
Kuarmall - Pakelkhol - Panadihi
ମୁଇ ରାହୁଲ ସୁନାନୀ ମୋର ଆଉ ଗୁଟେ ଭିଡ଼ିଓ ରେ ଆପଣ ମାନଙ୍କୁ ହାର୍ଦିକ ହାର୍ଦିକ ସ୍ୱାଗତ ଆଉ ଅଭିନନ୍ଦନ।
ମାଁ ବନଦୁର୍ଗା ଯାତ୍ରା କୁଆଁରମାଲ - ପକେଲଖୋଲ - ପଣାଡିହି ।
କାଣା ହିଁ କହେବି ଇ ଯାତ୍ରା ଉପରେ..
ଇ ଯାତ୍ରା ଟା ଆମର କୁଆଁରମାଲ ଆଉ ୧୫ ଟା ଗାଁ ମିଶି କିରା ଯାତ୍ରା ଟା ଆୟୋଜନ କର୍ସନ.. ସବୁ ବର୍ଷ ଥଣ୍ଡା ମାସେ ଇ ଯାତ୍ରା ହେସି..
ପଶ୍ଚିମ ଓଡିଶାର ସବୁରୁ "The Best" ଯାତ୍ରା 🙏
#youtube
#vlogs
#shorts
#feed
#banadurga
#laikera
#god
#maa
#kuarmal
#happy
#blssed
ସାର୍ବଜନୀନ ମାଁ ବନଦୁର୍ଗା ଯାତ୍ରା ଯେନଟା କି ହେସି ଆମର ପାହାଡ଼ ଉପରେ ହେସି ବହୁତ ଦୂର ନୁ ଲୋଗ ମାନେ ଦେଖି ଆଇଁସନ ଆଉ ଆପଣ ମାନେ ବାକି ଜିନିଷ ଟା "Fillup" କରି ଦେବେ ମୁଇ ବସ ଏତେ ନ ଯାନିଛେ 😁🙏
ଆପଣ ମାନେ ଟିକେ ମତେ ସଭେ Support କରୁନ 🙏
ଇ ପ୍ରକାର ର ଭିଡ଼ିଓ ମାନେ ଦେଖବାର କାନଜେ ମୋର ଚାଁନେଲ କେ ସବସକ୍ରାଇବ କରୁନ ଆଉ ଫଲୋ ଟିକେ କରି କିନା ମତେ ଆଉ ଟିକେ ସପୋର୍ଟ କରୁନ 😁🙏
Доступные форматы для скачивания:
Скачать видео mp4
-
Информация по загрузке: