subscribe please my youtube channel Utakal Bhaskar ranpur today
Автор: Utakal Bhaskar
Загружено: 2025-11-24
Просмотров: 18492
please subscribe ନମସ୍କାର ମୋ ପ୍ରିୟ ଦର୍ଶକ ବନ୍ଧୁ ମୁଁ ଆପଣଙ୍କର ପ୍ରିୟ ଭାସ୍କର ରଞ୍ଜନ ପଣ୍ଡା ଉତ୍କଳ ଭାସ୍କର ( Utakal Bhaskar YouTube channel ) ଚ୍ୟାନେଲକୁ ସ୍ଵାଗତ ଜଣାଉଛି ଆସନ୍ତୁ ଆଜି ଆମେ ସୁନାମ ଧନ୍ୟ ଗାୟକ /ଗାୟିକା ଙ୍କ ଠାରୁ କିଛି ଶୁଣିବା ଜୟ ଜଗନ୍ନାଥ । ଓଡ଼ିଶାର କଳା ସଂସ୍କୃତିକୁ ସର୍ବ ସମ୍ମୁଖରେ ପହଞ୍ଚେଇବା ପାଇଁ ଆମେ ଆମର ଚେଷ୍ଟା ଜାରିରଖବୁ | ସେଥିପାଇଁ ଆପଣଙ୍କ ଭଲପାଇବା ଏବଂ ଆଶୀର୍ବାଦ ଆମର ଏକାନ୍ତ ଆବଶ୍ୟକ | Utakal Bhaskar YouTube channel କୁ ଭଲ ପାଇବା ଦେଇଥିବାରୁ ସମସ୍ତଙ୍କୁ ହୃଦୟରୁ ନମସ୍କାର | ଏହିପରି ଓଡ଼ିଶାର କଳା ସଂସ୍କୃତି ଭିତିକ କାର୍ଯ୍ୟକ୍ରମ ଦେଖିବାପାଇଁ ଆମ ଚ୍ୟାନେଲ କୁ ସବସକ୍ରାଇବି କରନ୍ତୁ ଏବଂ ତୁରନ୍ତ ଦେଖୁବାପାଇଁ ପାଖରେ ଥିବା ବେଲ କୁ ମଧ୍ୟ ଦବାନ୍ତୁ ।ଧନ୍ୟବାଦ ମୋ ପ୍ରିୟ ଦର୍ଶକ ବନ୍ଧୁ |ଭାସ୍କର ରଞ୍ଜନ ପଣ୍ଡା ଆପଣଙ୍କ ମାନଙ୍କୁ ସାଦରେ ପ୍ରଣାମ ଜଣାଉଛି | ଆପଣ ମାନେ Utakal Bhaskar YouTube channel କୁ ଭଲ ପାଇବା ଦେଇଥିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଉଛି | ଓଡ଼ିଶାର ପ୍ରାଚୀନ କଳା ସଂସ୍କୃତିକୁ ସର୍ବ ସମ୍ମୁଖରେ ପହଞ୍ଚେଇବା ପାଇଁ Utakal Bhaskar YouTube channel ସଦା ସର୍ବଦା ସଂକଳ୍ପ ବଦ୍ଧ | ଆପଣଙ୍କର ଭଲପାଇବା ଏବଂ ଆଶ୍ରିବାଦ ରହିଲେ ଆମେ ଆହୁରି ସଂସ୍କୃତି ଭିତିକ କାର୍ଯ୍ୟକ୍ରମ ଯଥା - ଓଡ଼ିଆ ପାଲା, ଦାସ କାଠିଆ, ପ୍ରବଚନ, ଭଜନ,ରାମଲୀଳା , ଯାତ୍ରା ଭଳି ଅନେକ ନୂଆ ନୂଆ କାର୍ଯ୍ୟକ୍ରମ କୁ ଆପଣଙ୍କ ପାଖରେ ପହଞ୍ଚେଇ ପାରିବୁ |ଯଦି ଆପଣ ଆମ ଚ୍ୟାନେଲ କୁ Subscribe କରିନାହାନ୍ତି ତେବେ ଏବେ ହିଁ Subscribe କରିନିଅନ୍ତୁଏବଂ ତୁରନ୍ତ ପୋଷ୍ଟ ଦେଖିବା ପାଇଁ ବେଲ ବଟମ କୁ ବ୍ୟବହାର କରନ୍ତୁ |ଯଦି ଆପଣଙ୍କ ଅଂଚଳରେ ହେଉଥିବା ଏମିତି କିଛି କାର୍ଯ୍ୟମ ର ପ୍ରସାରଣକରିବାପାଇଁ ଇଛାପ୍ରକାଶ କରନ୍ତି ତେବେ ଆମ ସହିତ ଯୋଗା ଯୋଗ କରନ୍ତୁ ମୋ ନମ୍ୱର - ୯୧୭୮୪୭୫୫୪୧/୮୨୪୯୭୫୧୩୪୫/୯୭୭୭୦୧୦୦୬୧/୯୯୩୮୫୬୭୬୪୫ ମୋବାଇଲ ନମ୍ବର ରେ ଫୋନ କରିବାକୁ ଚେଷ୍ଟା କରନ୍ତୁ | ଆପଣ ସମସ୍ତଙ୍କର ମଙ୍ଗଳ ହେଉ ।
Доступные форматы для скачивания:
Скачать видео mp4
-
Информация по загрузке: