Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

ରକ୍ଷ୍ୟା କର ଯୀଶୁ, ରକ୍ଷ୍ୟା କର,ତୁମ ପଥେ ଚାଲିବି ମୁଁ ହୃଦୟ ଧରି /// Tuma Pathe Chalibi Mu Hrudaya Dhari.

Автор: Zion Voice

Загружено: 2026-01-11

Просмотров: 13510

Описание:

ରକ୍ଷ୍ୟା କର ଯୀଶୁ, ରକ୍ଷ୍ୟା କର,
ତୁମ ପଥେ ଚାଲିବି ମୁଁ ହୃଦୟ ଧରି,
ରକ୍ଷ୍ୟା କର ଯୀଶୁ, ଜୀବନ ଭରି ।

ରକ୍ଷ୍ୟା କର ଯୀଶୁ, ରକ୍ଷ୍ୟା କର,
ତୁମ ପଥେ ଚାଲିବି ମୁଁ ହୃଦୟ ଧରି,
ରକ୍ଷ୍ୟା କର ଯୀଶୁ, ଜୀବନ ଭରି ।

ଅନ୍ଧକାର ପଥେ ଯେବେ ଚାଲିଯାଏ ମନ,
ଭୟର ଛାୟା ରେ ରହେ ଏ ଜୀବନ।
ତୁମ ନାମ ଡାକି ଉଠେ ହୃଦୟ ମୋର,
ହେ ପ୍ରଭୁ ଯୀଶୁ, ଧର ହାତ ମୋର।

ଅନ୍ଧକାର ପଥେ ଯେବେ ଚାଲିଯାଏ ମନ,
ଭୟର ଛାୟା ରେ ରହେ ଏ ଜୀବନ।
ତୁମ ନାମ ଡାକି ଉଠେ ହୃଦୟ ମୋର,
ହେ ପ୍ରଭୁ ଯୀଶୁ, ଧର ହାତ ମୋର।

ରକ୍ଷ୍ୟା କର ଯୀଶୁ, ରକ୍ଷ୍ୟା କର,
ତୁମ ପଥେ ଚାଲିବି ମୁଁ ହୃଦୟ ଧରି,
ରକ୍ଷ୍ୟା କର ଯୀଶୁ, ଜୀବନ ଭରି ।

ଝଡ଼ ଆସେ ଯେବେ ଜୀବନ ସାଗରେ,
ଡୁବୁଥିବା ମୋ ନଉକା ତୁମ ନାମ ଧରେ।
ଶାନ୍ତିର ସ୍ୱରେ ତୁମେ କହ ଏକଥା,
“ଭୟ କରନି, ମୁଁ ଅଛି ସଦା।”

ଝଡ଼ ଆସେ ଯେବେ ଜୀବନ ସାଗରେ,
ଡୁବୁଥିବା ମୋ ନଉକା ତୁମ ନାମ ଧରେ।
ଶାନ୍ତିର ସ୍ୱରେ ତୁମେ କହ ଏକଥା,
“ଭୟ କରନି, ମୁଁ ଅଛି ସଦା।

ରକ୍ଷ୍ୟା କର ଯୀଶୁ, ରକ୍ଷ୍ୟା କର,
ତୁମ ପଥେ ଚାଲିବି ମୁଁ ହୃଦୟ ଧରି,
ରକ୍ଷ୍ୟା କର ଯୀଶୁ, ଜୀବନ ଭରି ।

ପାପର ଭାରେ ନତ ଥିଲା ଯେବେ ମନ,
କ୍ରୁଶରେ ଦେଲ ତୁମେ ପବିତ୍ର ବଳିଦାନ।
ଯୀଶୁ ଜୀବନ ଦେଲ ତୁମ ରକ୍ତ ରେ,
ହେ ଉଦ୍ଧାରକ, ମୁ ତୁମକୁ ନମନ କରେ।

ପାପର ଭାରେ ନତ ଥିଲା ଯେବେ ମନ,
କ୍ରୁଶରେ ଦେଲ ତୁମେ ପବିତ୍ର ବଳିଦାନ।
ଯୀଶୁ ଜୀବନ ଦେଲ ତୁମ ରକ୍ତ ରେ,
ହେ ଉଦ୍ଧାରକ, ମୁ ତୁମକୁ ନମନ କରେ।

ରକ୍ଷ୍ୟା କର ଯୀଶୁ, ରକ୍ଷ୍ୟା କର,
ତୁମ ପଥେ ଚାଲିବି ମୁଁ ହୃଦୟ ଧରି,
ରକ୍ଷ୍ୟା କର ଯୀଶୁ, ଜୀବନ ଭରି ।

ରକ୍ଷ୍ୟା କର ଯୀଶୁ, ରକ୍ଷ୍ୟା କର,
ତୁମ ପଥେ ଚାଲିବି ମୁଁ ହୃଦୟ ଧରି,
ରକ୍ଷ୍ୟା କର ଯୀଶୁ, ଜୀବନ ଭରି ।

ରକ୍ଷ୍ୟା କର ଯୀଶୁ, ଜୀବନ ଭରି,
ତୁମ ପଥେ ଚାଲିବି ମୁଁ ହୃଦୟ ଧରି।

ରକ୍ଷ୍ୟା କର ଯୀଶୁ, ରକ୍ଷ୍ୟା କର,ତୁମ ପଥେ ଚାଲିବି ମୁଁ ହୃଦୟ ଧରି /// Tuma Pathe Chalibi Mu  Hrudaya Dhari.

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

Day-11 - Morning Prayer with Ps. Soulwin Thomas || Revival Church Odisha

Day-11 - Morning Prayer with Ps. Soulwin Thomas || Revival Church Odisha

Odia Christian songs || Thanks giving songs || Thanks to Jesus Christ ||

Odia Christian songs || Thanks giving songs || Thanks to Jesus Christ ||

ଘାସ ଫୁଲ ପରି ଏ ଜୀବନ/GHASA PHULA PARI A JIBANA /Christian Devotional Song/ S Jitu /Prabodh/ Bapi samal

ଘାସ ଫୁଲ ପରି ଏ ଜୀବନ/GHASA PHULA PARI A JIBANA /Christian Devotional Song/ S Jitu /Prabodh/ Bapi samal

ତୁମେ ମୋର ପଥ ଓ ଆଶା // Odia Jesus Song //

ତୁମେ ମୋର ପଥ ଓ ଆଶା // Odia Jesus Song //

ସିଓନ ର ରାଜା, ଯୀଶୁ ମୋ ରାଜା /// Sion ra Raja Jishu Mo Raja #New odia #Jesus Song.

ସିଓନ ର ରାଜା, ଯୀଶୁ ମୋ ରାଜା /// Sion ra Raja Jishu Mo Raja #New odia #Jesus Song.

7 January 2026

7 January 2026

Dukhira Natha । ଦୁଃଖୀର ନାଥ । S Jitu । Deepti Production

Dukhira Natha । ଦୁଃଖୀର ନାଥ । S Jitu । Deepti Production

ପାପକୁ କିପ୍ରକରେ ଜୟକରିପାରିବା✝️#odiabiblemassage#christianbiblemassage#odiachristianbiblemassage#jesus

ପାପକୁ କିପ୍ରକରେ ଜୟକରିପାରିବା✝️#odiabiblemassage#christianbiblemassage#odiachristianbiblemassage#jesus

HUAMA SAGAR ODIA SONG// ODIA CHRISTIAN SONG// HUMAN SAGAR CHRISTIAN SONG

HUAMA SAGAR ODIA SONG// ODIA CHRISTIAN SONG// HUMAN SAGAR CHRISTIAN SONG

ସବଧାନ! ପ୍ରଭୁଙ୍କ ଗୀତ ଗାଇ ମଞ୍ଚ ଉପରେ ନାଚିବା ଲୋକେ _  Be careful Christian Dancers _ Ps. Rajiv Daniel

ସବଧାନ! ପ୍ରଭୁଙ୍କ ଗୀତ ଗାଇ ମଞ୍ଚ ଉପରେ ନାଚିବା ଲୋକେ _ Be careful Christian Dancers _ Ps. Rajiv Daniel

କାନ୍ଧୁଚି ମୋ ହୃଦୟ | Odia Christian Song | Emotional Worship Song

କାନ୍ଧୁଚି ମୋ ହୃଦୟ | Odia Christian Song | Emotional Worship Song

ଆମେ ତାଙ୍କ ମନ୍ଦିର..| Odia Christian Song | New Song | Jesus Song | @Areyoureadytogo

ଆମେ ତାଙ୍କ ମନ୍ଦିର..| Odia Christian Song | New Song | Jesus Song | @Areyoureadytogo

ରୋଗ,ଦୁଃଖ ଓ କଷ୍ଟ ସବୁ ଦୂର ହେବ ବିଶ୍ଵାସର ସହିତ ଶେଷଯାଏ ପ୍ରାର୍ଥନାକୁ ଶୁଣନ୍ତୁ l

ରୋଗ,ଦୁଃଖ ଓ କଷ୍ଟ ସବୁ ଦୂର ହେବ ବିଶ୍ଵାସର ସହିତ ଶେଷଯାଏ ପ୍ରାର୍ଥନାକୁ ଶୁଣନ୍ତୁ l

JUGE JUGE TUME MAHANA | ଯୁଗେ ଯୁଗେ ତୁମେ ମହାନ |  NEW ODIA CHRISTIAN QAWALI SONG | AMIT PANI | NUTANRAJ

JUGE JUGE TUME MAHANA | ଯୁଗେ ଯୁଗେ ତୁମେ ମହାନ | NEW ODIA CHRISTIAN QAWALI SONG | AMIT PANI | NUTANRAJ

Day-16 Morning Prayer || @revivalchurchodisha

Day-16 Morning Prayer || @revivalchurchodisha

Sabakthani | ଶବକଥାନୀ | Humane Sagar | Priyodas Mali | New odia devotional song 2026

Sabakthani | ଶବକଥାନୀ | Humane Sagar | Priyodas Mali | New odia devotional song 2026

ଏ ଶୁଭ ସମୟ ହରାନା ଏ ଥର//E Subha Samaya Hara Naa E Thara By Odia Song Full Lyrics Christian songs#jesus

ଏ ଶୁଭ ସମୟ ହରାନା ଏ ଥର//E Subha Samaya Hara Naa E Thara By Odia Song Full Lyrics Christian songs#jesus

ଗାଅ ସରବେ 01/01/2026

ଗାଅ ସରବେ 01/01/2026

HE PRIYA JISU MORA SEBA KARIBI TUMARA ODIA CHRISTIAN EDDITING VIDEO . COM

HE PRIYA JISU MORA SEBA KARIBI TUMARA ODIA CHRISTIAN EDDITING VIDEO . COM

SHASANK SEKHAR SUPERHIT TOP 6 ODIA CHRISTIAN SONGS | SHASANK SEKHAR AUDIO JUKEBOX BOX AMIT BADANAYAK

SHASANK SEKHAR SUPERHIT TOP 6 ODIA CHRISTIAN SONGS | SHASANK SEKHAR AUDIO JUKEBOX BOX AMIT BADANAYAK

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: infodtube@gmail.com