Activity 26 – Learn About Trees or Plants | IGNOU DECE Activity
Автор: Mitha Patha
Загружено: 2025-11-25
Просмотров: 113
Activity 26 – About Trees or Plants | IGNOU DECE Activity
ଏହି ଭିଡିଓରେ ଛୋଟ ପିଲାମାନେ ଗଛ ବିଷୟରେ ସହଜ ଭାବରେ ଶିଖି ପାରିବେ।
ଗଛ କିପରି ବୃଦ୍ଧି ପାଏ, ଗଛର ଉପକାରିତା, ପତ୍ର, ଫୁଲ, ଫଳ ଏବଂ ପ୍ଲାଣ୍ଟର ଭିନ୍ନ ଭିନ୍ନ ଅଂଶ ସମ୍ବନ୍ଧରେ ଏଠାରେ ବ୍ୟାଖ୍ୟା କରାଯାଇଛି।
ଏହି Activityଟି IGNOU DECE Project ପାଇଁ ଖୁବ୍ ଉପଯୋଗୀ ଏବଂ ପିଲାମାନଙ୍କ କନସେପ୍ଟ କ୍ଳିୟାର କରେ।
⭐ ଏହି ଭିଡିଓରେ ପିଲାମାନେ ଶିଖିବେ
ଗଛ ଓ ପ୍ଲାଣ୍ଟ କ’ଣ?
ଗଛର ଅଂଶ (Root, Stem, Leaf, Flower)
ଗଛର ଉପକାରିତା
ପ୍ରକୃତି ପ୍ରତି ପିଲାମାନଙ୍କ ଜ୍ଞାନ ବୃଦ୍ଧି
🌳 ଅନ୍ୟାନ୍ୟ IGNOU DECE Activities
Playlist: • IGNOU DECE 04 PROJECT ACTIVITIES VIDEO
#Activity26 #TreesAndPlants #IGNOUDECE #PlantParts #MithaPatha #DECEActivities
Доступные форматы для скачивания:
Скачать видео mp4
-
Информация по загрузке: