₹100 Me Pure Din Market Me Food Challenge 😱😱 ll ₹୧୦୦ ଟଙ୍କା ରେ ପିର ଦିନ ମାର୍କେଟ ରେ ବିତିଲା ଖାଦ୍ୟ ପାଈଁ
Автор: Real odia Life with Ashutosh
Загружено: 2025-11-13
Просмотров: 157
🙏 ନମସ୍କାର ସଭୁଙ୍କୁ!
ଆଜି ମୁଁ କରିଛି ଗୋଟେ unique challenge – Poor Trial Challenge, ଯେଉଁଠି ମୁଁ ସମ୍ପୂର୍ଣ୍ଣ ଦିନ କେବଳ ₹100 ରେ ଖାଇଛି 🍱💸
👉 ଏହି video ରେ ତୁମେ ଦେଖିପାରିବ –
• ସକାଳରେ କ’ଣ ଖାଇଲି ☕
• ଲଞ୍ଚରେ କିପରି budget manage କଲି 🍛
• ଡିନର୍ କେମିତି କଟିଲା 🍜
ଏହି challenge ମୋତେ ସିଖାଇଲା ଯେ ସମୟ ଓ ଟଙ୍କା ଦୁଇଟି ଯଦି plan କରି ଖର୍ଚ୍ଚ କରାଯାଏ, ତେବେ ଅଳ୍ପରେ ମଧ୍ୟ ଭଲ ଜୀବନ ଜିଇପାରିବା! ✨
ଯଦି ତୁମେ ମଧ୍ୟ ଏମିତି challenge କରିବାକୁ ଚାହୁଁଛ, comment ରେ ଲେଖିଦିଅ 👇
🎥 Subscribe କରିଦିଅ ଆଉ Like, Comment, Share କରିବା ଭୁଲିବନି ❤️
=====================
🔖 HASHTAGS
#PoorTrialChallenge #100RupeesChallenge #OdiaVlog #BudgetFood #OdiaFoodVlogger #CheapMealChallenge #FoodVlogIndia #OdiaYouTuber #StreetFoodOdia #OdiaChallenge #BudgetChallenge #OdiaDailyVlog
Доступные форматы для скачивания:
Скачать видео mp4
-
Информация по загрузке: