ସୋହେଲା ମାର୍କେଟ୍ ର ରାସ୍ତା: ଅସୁବିଧାରେ ଜନତା ନିରବ ଅଧିକାରୀ
Автор: Aapankar Shahrukh (ଆପଣଙ୍କର ଶାହରୁଖ )
Загружено: 2025-07-17
Просмотров: 1556
ସୋହେଲା ମାର୍କେଟ୍ ର ରାସ୍ତାର ଦୟନୀୟ ଅବସ୍ଥାରେ ଦିନକୁ ଦିନ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାଦୁଆ ଓ ପାଣିରେ ଗଡ଼ି ପଡ଼ୁଛନ୍ତି ଦିନିକିଆ ଲୋକ, ବ୍ୟବସାୟ ଓ ଗ୍ରାହକ ଦୁହିଁ ବ୍ୟଥିତ। ନେତା-ମନ୍ତ୍ରୀ ଏହି ରାସ୍ତା ଦେଇ ଯାଉଛନ୍ତି, କିନ୍ତୁ କେହି ପଦକ୍ଷେପ ନେଉନାହାନ୍ତି। ଏହି ଅବସ୍ଥା କେବେ ପରିବର୍ତ୍ତନ ହେବ?
title: ସୋହେଲା ମାର୍କେଟ୍ ର କାଦୁଆ ରାସ୍ତାରେ ଗଡ଼ି ପଡ଼ୁଛନ୍ତି ଲୋକେ: ନିରବ ନେତା-ମନ୍ତ୍ରୀ ଓ ଅଧିକାରୀ #youtubevideo #accountability #aapankar_shahrukh #ଆପଣଙ୍କର_ଶାହରୁଖ
ସୋହେଲା ମାର୍କେଟ୍ ର ରାସ୍ତା: ଅସୁବିଧାରେ ଜନତା ନିରବ ଅଧିକାରୀ ଓ ନେତା-ମନ୍ତ୍ରୀ #ଆପଣଙ୍କର_ଶାହରୁଖ #mla #govt #SohelaMarket #SohelaRoadCondition #odishanews #groundreportodisha #OdishaRoadIssue #LocalNewsOdisha #SohelaBazaar #odishadevelopment #roadconditions #voiceofpeople #OdishaUpdate #OdishaGroundReport #SohelaOdisha #RoadProblem #publicissue
The condition of Sohela Market Road in Odisha is shocking. Locals are facing daily struggles due to waterlogging, mud, and broken roads, making it difficult for businesses and customers alike. Despite leaders and officials frequently using this road, no action has been taken to repair it.
In this ground report, we show you the real situation from Sohela Bazaar, highlighting the challenges people are facing and the negligence of authorities.
Watch till the end and share this video to raise your voice for change.
#SohelaMarket #OdishaNews #GroundReport #RoadCondition #PublicIssue
Доступные форматы для скачивания:
Скачать видео mp4
-
Информация по загрузке: