Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

ଘରେ କରନ୍ତୁ ମୃତ୍ତିକା ପରୀକ୍ଷା। Testing soil pH

Автор: KRUSHI SAMPADA

Загружено: 2021-05-14

Просмотров: 37270

Описание:

Arabinda Sahoo
krushi sampada


ଘରେ କରନ୍ତୁ ମାଟି ର ଅମ୍ଳତା ପରୀକ୍ଷା
Testing soil pH at Home

ମାଟି ବିଭିନ୍ନ ପ୍ରକାର ଉପାଦାନ କୁ ନେଇ ଗଠିତ।ମାଟି କୁ ଜୀବନ୍ତ ମାଟି ବୋଲି କୁହାଯାଏ
ଗୋଟିଏ ମୁଠା ଜୀବନ୍ତ ମାଟିରେ ବିଭିନ୍ନ ପ୍ରକାରର ସାର, ଅଣୁସାର ଉପକାରୀ ଜୀବାଣୁ ଜଳୀୟ ଅଂଶ ଓ ବାୟୁ ଥାଏ।
ଯଦି ମାଟି ର ଅମ୍ଳତା ବଢି ଯାଏ ବା ph ବଢିଯାଏ ତେବେ ଏହି ସାର ଅଣୁ ସାର, ଉପକାରୀ ଜୀବାଣୁ ଙ୍କ ସଂଖ୍ୟା କମିଯାଇଥାଏ
ସେଥି ପାଇଁ ମାଟି ର ଅମ୍ଳତା ସଠିକ ରୂପେ ବଜାୟ ରଖିବା ଉଚିତ
ଭଲ ମାଟି ର ଅମ୍ଳତା ବା ph 6-6.5 ରହିଥାଏ
ତେଣୁ ଆସନ୍ତୁ ଜାଣିବା ଘରେ ରହି କିପରି ମାଟିର ph ପରୀକ୍ଷା କରି ପାରିବା
ଏଥି ପାଇଁ ଦରକାର ମାଟି ଭିନେଗାର ଓ ଖାଇବା ସୋଢ଼ା
ଅଧିକ acid ମାଟି ରେ ପାଣି ମିଶାଇ ଖାଇବା
ସୋଢ଼ା ମିସାଇଲେ ଫେମ୍ପଲ ବାହାରି ଥାଏ ତେବେ ମାଟି ଅମ୍ଳୀୟ
ମାଟି କ୍ଷାରିୟ ହୋଇଥିଲେ ସେଥିରେ ପାଣି ମିଶାଇ Vinegar ପ୍ରୟୋଗ କଲେ ଫେମ୍ପଲ ବା bubbles ବାହାରିଥାଏ

Thank you
Krushi Sampada

WATCH NEXT:

ମହୁମାଛି ଦଳ କେମିତି ଧରିବା
   • ମହୁମାଛି ଦଳକୁ କିପରି ଧରିବା  Bee keeping  

କଳା ଜିରା ଧାନ ଚାଷ
   • Black Rice  Cultivation କଳା ଜିରା ଧାନ ଚାଷ  

ଆମ୍ବ କଲିମି
   • କଲିମି ଆମ୍ବ ଚାରା କିପରି କରିବେ  Mango Cleft g...  

WASTE DECOMPOSER
   • WASTE DECOMPOSER  ୱେଷ୍ଟ ଡିକମ୍ପୋଜର ଜୈବିକ ସା...  


https://m.facebook.com/story.php?stor...

#krushisampada #soiltest
#soil #soiltestathome #krushak
#krushi #odia

ଘରେ କରନ୍ତୁ ମୃତ୍ତିକା ପରୀକ୍ଷା। Testing soil pH

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

ବିନା ଖର୍ଚ୍ଚରେ ଜୈବିକ ଚାଷ jibamrut and ghana jibamrut

ବିନା ଖର୍ଚ୍ଚରେ ଜୈବିକ ଚାଷ jibamrut and ghana jibamrut

ପୋଖରୀରେ ମାଛ ଚାଷ କେମିତି ଆରମ୍ଭ କରିବେ ( How to start pond fish culture in Odisha ).

ପୋଖରୀରେ ମାଛ ଚାଷ କେମିତି ଆରମ୍ଭ କରିବେ ( How to start pond fish culture in Odisha ).

ZERO BUDGET FARMING Urea ଓ DAP ସାର ଠାରୁ ଅଧିକ ଶକ୍ତିଶାଳୀ ସାର ଜୀବାମୃତ

ZERO BUDGET FARMING Urea ଓ DAP ସାର ଠାରୁ ଅଧିକ ଶକ୍ତିଶାଳୀ ସାର ଜୀବାମୃତ

ଖରାଟିଆ ଧନିଆ ଚାଷ ଲକ୍ଷାଧିକ ଲାଭ

ଖରାଟିଆ ଧନିଆ ଚାଷ ଲକ୍ଷାଧିକ ଲାଭ

ସଜନା ଚାଷ: ଥରେ ଲଗାନ୍ତୁ, ୧୦ ବର୍ଷ ରୋଜଗାର ପାଆନ୍ତୁ | Moringa Farming in Odisha || Odia Chasi

ସଜନା ଚାଷ: ଥରେ ଲଗାନ୍ତୁ, ୧୦ ବର୍ଷ ରୋଜଗାର ପାଆନ୍ତୁ | Moringa Farming in Odisha || Odia Chasi

ନଡ଼ିଆ ଫସଲର ପୋକ ନିୟନ୍ତ୍ରଣ ପାଇଁ ଲୁଣ ଓ ଗନ୍ଧ କର୍ପୂର How to manage coconut pest by common salt

ନଡ଼ିଆ ଫସଲର ପୋକ ନିୟନ୍ତ୍ରଣ ପାଇଁ ଲୁଣ ଓ ଗନ୍ଧ କର୍ପୂର How to manage coconut pest by common salt

ଅଧିକ ଥଣ୍ଡାରେ ମଧ୍ୟ ୨ ଗୁଣ ଫୁଲ ଫଳ ମାତ୍ର ୨ଟି Important Spray

ଅଧିକ ଥଣ୍ଡାରେ ମଧ୍ୟ ୨ ଗୁଣ ଫୁଲ ଫଳ ମାତ୍ର ୨ଟି Important Spray

🍄 Как выращивать грибы из супермаркета дома — от начала до сбора урожая

🍄 Как выращивать грибы из супермаркета дома — от начала до сбора урожая

Today's Odia News/1 December 2025/Odisha news/subhadra yojana/PM kisan yojana/odisha news today.

Today's Odia News/1 December 2025/Odisha news/subhadra yojana/PM kisan yojana/odisha news today.

ଧାଡି ଓ ଭାଡ଼ି ପଦ୍ଧତିରେ କଲରା ଚାଷ                      Bittergourd Cultivation

ଧାଡି ଓ ଭାଡ଼ି ପଦ୍ଧତିରେ କଲରା ଚାଷ Bittergourd Cultivation

ГЛАВНАЯ ОСЕННЯЯ ОБРАБОТКА ДЕРЕВЬЕВ!

ГЛАВНАЯ ОСЕННЯЯ ОБРАБОТКА ДЕРЕВЬЕВ!

ନୂତନ ପଦ୍ଧତି ରେ ମୁଗ ଚାଷ ଏକର ପ୍ରତି 4-5 qtl ଅମଳ Green gram cultivation

ନୂତନ ପଦ୍ଧତି ରେ ମୁଗ ଚାଷ ଏକର ପ୍ରତି 4-5 qtl ଅମଳ Green gram cultivation

ତାଲିଘରା କିପରି ପ୍ରସ୍ତୁତ କରିବେ  15ଦିନରେ ତଳି ରୋଇ ପାରିବେ Paddy nursery Management

ତାଲିଘରା କିପରି ପ୍ରସ୍ତୁତ କରିବେ 15ଦିନରେ ତଳି ରୋଇ ପାରିବେ Paddy nursery Management

Barabati T20I Tickets Live Today // India Beats South Africa

Barabati T20I Tickets Live Today // India Beats South Africa

1ଟଙ୍କା ରେ ଜୈବିକ କୀଟନାଶକ ଦହିଆ ପୋକ ର ସମ୍ପୁର୍ଣ ନିୟନ୍ତ୍ରଣ

1ଟଙ୍କା ରେ ଜୈବିକ କୀଟନାଶକ ଦହିଆ ପୋକ ର ସମ୍ପୁର୍ଣ ନିୟନ୍ତ୍ରଣ

🟣Как вырастить растения голубики ➤ от Купленной голубики

🟣Как вырастить растения голубики ➤ от Купленной голубики

ପୋକ ମାଙ୍କଡ଼ ଓ ଷଣ୍ଢଙ୍କ ଉତ୍ପାତ ଶେଷ  ଗୋମୂତ୍ର ରୁ କୀଟନାଶକ 100% ନିୟନ୍ତ୍ରଣ Organic Pesticide from Cow urine

ପୋକ ମାଙ୍କଡ଼ ଓ ଷଣ୍ଢଙ୍କ ଉତ୍ପାତ ଶେଷ ଗୋମୂତ୍ର ରୁ କୀଟନାଶକ 100% ନିୟନ୍ତ୍ରଣ Organic Pesticide from Cow urine

ଗୁଆ ଚାଷ  ARECANUT CULTIVATION

ଗୁଆ ଚାଷ ARECANUT CULTIVATION

ଉଈ ମୁଳରୁ ନିପାତ କିପରି କରିବେ ଜୈବିକ ନିୟନ୍ତ୍ରଣ

ଉଈ ମୁଳରୁ ନିପାତ କିପରି କରିବେ ଜୈବିକ ନିୟନ୍ତ୍ରଣ

मिट्टी का pH मान घर पर कैसे चेक करें | How to Check Soil pH Value । ph meter uses | litmus paper

मिट्टी का pH मान घर पर कैसे चेक करें | How to Check Soil pH Value । ph meter uses | litmus paper

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]