ବିଗ୍ ବି'ଙ୍କ ଟିମରେ ବଲାଙ୍ଗିର ପୁଅ | Balangir's Boy Joins Big B's Cricket Team for ISPL Tournament |OR
Автор: Odisha Reporter
Загружено: 2024-12-12
Просмотров: 263404
#ଅମିତାଭଙ୍କ_ଟିମରେ_ଖେଳିବେ_ବଲାଙ୍ଗିର_ପୁଅ
ବିଗ ବି ଅମିତାଭ ବଚନଙ୍କ କ୍ରିକେଟ ଟିମରେ ସ୍ଥାନ ପାଇଲେ ବଲାଙ୍ଗିର ପୁଅ । ମୁମ୍ବାଇଠାରେ ଅନୁଷ୍ଠିତ ହେବାକୁ ଥିବା ଆଇଏସପିଏଲ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ଜଲବା ଦେଖାଇବେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ବାଲିପାଟା ଗାଁର ମହେନ୍ଦ୍ର ଚନ୍ଦନ । ଗତକାଲି ଆଇଏସପିଏଲ ଅକ୍ସନରେ ମହେନ୍ଦ୍ରଙ୍କୁ ଅମିତାଭ ବଚନଙ୍କ ମାଝୀ ମୁମ୍ବାଇ ଟିମ ତିନିଲକ୍ଷ ଟଙ୍କାରେ କିଣିଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ସାରା ବଲାଙ୍ଗିର ସହରରେ ଖୁସିର ଲହରୀ । ଏ ନେଇ ମହେନ୍ଦ୍ର କଣ କହୁଛନ୍ତି ଶୁଣନ୍ତୁ ।
ବିଗ୍ ବି'ଙ୍କ ଟିମରେ ବଲାଙ୍ଗିର ପୁଅ | Balangir's Boy Joins Big B's Cricket Team for ISPL Tournament |OR
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #mahendrachandan #cricketer #Bolangir #isplcrickettournament #AmitabhBachchan
Доступные форматы для скачивания:
Скачать видео mp4
-
Информация по загрузке: