Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

SRI HANUMAN AMRUTAVANI | ଶ୍ରୀ ହନୁମାନ୍ ଅମୃତବାଣୀ | Namita Agrawal | Sidharth Music

Автор: Sidharth TV

Загружено: 2017-04-13

Просмотров: 6018977

Описание:

ହନୁମାନ ବାନର କୁଳରେ ଜନ୍ମଗ୍ରହଣ କରିଥିଲେ । ମାତା ଅଞ୍ଜନା ଏକ ଅପ୍‌ସରୀ, ଅଭିଶାପ ପାଇ ପୃଥିବୀପୃଷ୍ଠରେ ଜନ୍ମ ଗ୍ରହଣ କରିଥିଲେ । ସେ ହନୁମାନଙ୍କୁ ଜନ୍ମଦେବା ପରେ ଦେହତ୍ୟାଗ କରି ଅଭିଶାପରୁ ମୁକ୍ତ ହୋଇଥିଲେ । ବାଲ୍ମୀକି ରାମାୟଣ ମତେ କେଶରୀ ହେଉଛନ୍ତି ଦେବଗୁରୁ ବୃହଷ୍ପତିଙ୍କ ପୁତ୍ର ଆଉ ଶ୍ରୀରାମ ଓ ରାବଣଙ୍କ ଯୁଦ୍ଧରେ ଶ୍ରୀରାମ ପକ୍ଷରେ ଯୁଦ୍ଧ କରିଥିଲେ । ଅଞ୍ଜନା ଓ କେଶରୀଙ୍କର ବହୁଦିନ ପର୍ଯ୍ୟନ୍ତ ସନ୍ତାନସନ୍ତତି ନହେବାରୁ ଦୁହେଁ ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଭଗବାନ୍‌ ଶିବଙ୍କୁ କଠୋର ତପସ୍ୟା କଲେ । ସେମାନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ମହାଦେବ ବର ପ୍ରଦାନ କଲେ ଯେ, ତୁମ ପୁତ୍ର ମୋ ଅଂଶରେ ଜନ୍ମ ଗ୍ରହଣ କରିବ । ତେଣୁ ହନୁମାନଙ୍କୁ ଶିବଙ୍କର ଅନ୍ୟ ଏକ ଅବତାର ରୂପେ ଗ୍ରହଣ କରାଯାଏ।ହନୁମାନଙ୍କର ଜନ୍ମରେ ପବନଦେବଙ୍କ ଅନେକ ଭୂମିକା ଥିବାରୁ ହନୁମାନଙ୍କୁ ଅନେକ ସମୟରେ ବାୟୁଦେବତାଙ୍କ ପୁତ୍ର ବୋଲି କହାଯାଏ । ଏକନାଥଙ୍କ ଭାବାର୍ଥ ରାମାୟଣର ଏକ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ, ଯେତେ ବେଳେ ଅଞ୍ଜନା ଭଗବାନ ଶିବଙ୍କୁ ପୂଜା କରୁଥିଲେ, ଅଯୋଧ୍ୟାର ସେତେବେଳେ ରାଜା ଦଶରଥ ମଧ୍ୟ ସନ୍ତାନ ପ୍ରାପ୍ତି ପାଇଁ ପୁତ୍ରକାମ ଯଜ୍ଞ କରୁଥିଲେ । ଯଜ୍ଞ ସମ୍ପାଦନ ପରେ ପୁରୋହିତ ଚରୁଅନ୍ନ ରାଜାଙ୍କୁ ପ୍ରଦାନ କରି ତିନିରାଣୀଙ୍କୁ ସେବନ କରିବାକୁ କହିଲେ, ଫଳ ସ୍ଵରୂପ ରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ ଜନ୍ମ ହେଲେ । ଦୈବ ଇଙ୍ଗିତରେ ଏକ କାଉ ଚରୁଅନ୍ନରୁ କିଛି ଝାମ୍ପିନେଇଗଲା, ଉଡୁଥିବା ସମୟରେ ଅଞ୍ଜନା ଯେଉଁ ଜଙ୍ଗଲରେ ଶିବଙ୍କୁ ପ୍ରାର୍ଥନାରେ ନିମଗ୍ନଥିଲେ ସେଠାରେ ପକାଇ ଦେଲା । ପବନ ଦେବତା ସେହି ଚରୁଅନ୍ନକୁ ଅଞ୍ଜନାଙ୍କ ଆଞ୍ଜୁଳିରେ ପକାଇ ଦେଲେ, ତାକୁ ଅଞ୍ଜନା ଖାଇଦେଲେ । ଫଳରେ ହନୁମାନ ତାଙ୍କଠାରୁ ଜନ୍ମହେଲେ ।
ପୌରାଣିକ ମତେ ହନୁମାନ ସୁଗ୍ରୀବଙ୍କ ଭଣଜା ଓ ରାମଚନ୍ଦ୍ରଙ୍କ ଶ୍ରେଷ୍ଠ ଭକ୍ତଭାବେ ପରିଚିତ । ଏହାଙ୍କ ମାତାଙ୍କ ନାମ ଅଞ୍ଜନା; ଏ ବାୟୁଦେବତାଙ୍କ ପୁତ୍ର । ଏ ପ୍ରଥମେ ବାଳିଙ୍କର ସେନାପତି ଥିଲେ, ପରେ ବାଳିଙ୍କର ରାଜ୍ୟରୁ ବିତାଡ଼ନ ପରେ ଏ ସୁଗ୍ରୀବଙ୍କର ପାରିଷଦ ହେଲେ ସୀତାହରଣ ପରେ ରାମଚନ୍ଦ୍ରଙ୍କର ସୁଗ୍ରୀବଙ୍କ ସଙ୍ଗେ ମିତ୍ରତା ହେବାରୁ ଏ ସୀତାଙ୍କୁ ଠାବ କରିବାକୁ ଦୂତରୂପେ ଦକ୍ଷିଣକୁ ଯାଇ ଲଙ୍କାରେ ଅଶୋକବନରେ ସୀତାଙ୍କୁ ଠାବ କରି, ତାଙ୍କୁ ଶ୍ରୀରାମଙ୍କ ସଂବାଦ ଦେଇ, ତାଙ୍କଠାରୁ ଲେଉଟ ସଂବାଦ ଓ ସଂଙ୍କେତ ଆଣି ଶ୍ରୀରାମଙ୍କୁ ଦେଇଥିଲେ । ଏ ନିଜ ଲାଙ୍ଗୁଳରେ କନା ଗୁଡ଼ିଆଇ ତେଲ ଢଳାଇ ତହିଁରେ ନିଆ ଲଗାଇ ଲଙ୍କାକୁ ପୋଡ଼ି ପକାଇ ଥିଲେ ଏ ଅତ୍ୟନ୍ତ ବଳଶାଳୀ ଥିଲେ ଓ ଭାରତବର୍ଷରୁ ଲଙ୍କାକୁ ଡେଇଁଥିଲେ ଲକ୍ଷ୍ମଣଙ୍କ ଶକ୍ତିଭେଦ ହେବାରୁ ଏ ଅମରଔଷଧି ଆଣିବାକୁ ଯାଇ ଗନ୍ଧମାର୍ଦ୍ଦନ ପର୍ବତକୁ ଉପାଡ଼ି ନିଜ ମୁଣ୍ଡରେ ବୋହି ଲଙ୍କାଠାକୁ ଆଣିବାରୁ ଲକ୍ଷ୍ମଣଙ୍କର ପ୍ରାଣରକ୍ଷା ହେଲା । ଏ ରାବଣଙ୍କ ରାକ୍ଷସ ସେନା ସଙ୍ଗେ ଖୁବ୍ ବୀରତା ସହକାରେ ୟୁଦ୍ଧ କରି ଥିଲେ ରାମଚନ୍ଦ୍ର ଦେହ ତ୍ୟାଗ କରିବା ସମଯରେ ଏହାଙ୍କୁ ଅମରବର ଦେଇଥିଲେ । କଥିତ ଅଛି ଯେ, ଲଙ୍କା ପୋଡ଼ିବା ପରେ ହନୁମାନ୍ ନିଜ ଲାଙ୍ଗୁଡ଼ରେ ଜଳୁଥିବା ନିଆଁକୁ ହାତରେ ଓ ଗୋଡ଼ରେ ମଳି ଲିଭାଇ ଦେଇ ସେହି କରତଳକୁ ମୁଁହରେ ବୋଳି ଦେବାରୁ ତାଙ୍କ ମୁହଁ କଳା ପଡ଼ିଗଲା ଓ ତଦବଧି ତାଙ୍କ ବଂଶଧରମାନେ (ହନୁମାଙ୍କଡ଼) ମୁହଁପୋଡ଼ା ବାନ୍ଦର ହେଲେ । ଦ୍ଵାପର ଯୁଗରେ ଭୀମଙ୍କ ସଙ୍ଗେ ଗନ୍ଧମାର୍ଦ୍ଦନ ପର୍ବତରେ ଏହାଙ୍କର ଭେଟ ହୋଇଥିଲା । ହିନ୍ଦୁମାନେ ଏହାଙ୍କୁ 'ମହାବୀର' ଠାକୁର ରୁପରେ ପୁଜା କରନ୍ତି । ଏହି ହନୁମାନ ଅମୃତବାଣୀରେ ଶ୍ରୀ ହନୁମାନଙ୍କ ଲୀଳା ଖୁବ୍ ସୁନ୍ଦର ଭାବେ ବର୍ଣନା କରାହୋଇଚି ।


Album: Sri Hanuman Amrutabani
Singer: Namita Agrawal
Video Artiste: Namita Agrawal
Music Director: Traditional
Lyrics: Alekh Biswal
Video Director: Debidutta Mohanty
Producer: Sitaram Agrawal
Music Label: Sarthak Music
Year: 2000



SET CALLER TUNES: SRI HANUMAN AMRUTABANI

OPERATOR CODES:
Vodafone Subscribers Dial 5372638531
Airtel Subscribers Dial 5432111264969
Idea Subscribers Dial 567892638531
Tata DoCoMo Subscribers sms SET 2638531 To 543211
BSNL (South / East) Subscribers sms BT 2638531 To 56700
Tata Indicom Subscribers sms WT 2638531 To 12800
Uninor Subscribers sms ACT CT 2638531 To 51234
Aircel (South / East) Subscribers sms DT 2638531 To 53000

SRI HANUMAN AMRUTAVANI | ଶ୍ରୀ ହନୁମାନ୍ ଅମୃତବାଣୀ | Namita Agrawal | Sidharth Music

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

Khana Bachana - ଖନା ବଚନ  (ସର୍ବଶ୍ରେଷ୍ଠ ଜ୍ୟୋତିଷ ଗଣନା ) | Namita Agrawal | Sidharth Music

Khana Bachana - ଖନା ବଚନ (ସର୍ବଶ୍ରେଷ୍ଠ ଜ୍ୟୋତିଷ ଗଣନା ) | Namita Agrawal | Sidharth Music

Sri Hanuman Amrutabani - ଶ୍ରୀ ହନୁମାନ୍ ଅମୃତବାଣୀ | Popular Hanuman Bhajan | Namita Agrawal

Sri Hanuman Amrutabani - ଶ୍ରୀ ହନୁମାନ୍ ଅମୃତବାଣୀ | Popular Hanuman Bhajan | Namita Agrawal

हनुमान जी के सुपरहिट भजन | Hanuman Bhajan l Balaji Bhajan 2025 | New Superhit Hanuman Ji Bhajan 2025

हनुमान जी के सुपरहिट भजन | Hanuman Bhajan l Balaji Bhajan 2025 | New Superhit Hanuman Ji Bhajan 2025

He Sai Ram He Sai Ram Hare Hare Krishna Radhe Radhe Shyam | Namita Agrawal | Sidharth Music

He Sai Ram He Sai Ram Hare Hare Krishna Radhe Radhe Shyam | Namita Agrawal | Sidharth Music

हनुमान चालीसा | Shri Hanuman chalisa by Gulshan Kumar | Bajrang baan | Gulshan Kumar, Hanuman bhajan

हनुमान चालीसा | Shri Hanuman chalisa by Gulshan Kumar | Bajrang baan | Gulshan Kumar, Hanuman bhajan

लव कुश ने सुनाई रामायण । Super Hit Stories | Ramayan Katha

लव कुश ने सुनाई रामायण । Super Hit Stories | Ramayan Katha

અંબા અમૃતવાણી - અનુરાધા પૌડવાલ || AMBA AMRUTWANI - ANURADHA PAUDWAL || નવરાત્રી સ્પેશ્યલ

અંબા અમૃતવાણી - અનુરાધા પૌડવાલ || AMBA AMRUTWANI - ANURADHA PAUDWAL || નવરાત્રી સ્પેશ્યલ

He Narayana Narayana Hari Hari

He Narayana Narayana Hari Hari

श्री हनुमान चालीसा 🌺🙏| Shree Hanuman Chalisa Original Video |🙏🌺| GULSHAN KUMAR | HARIHARAN |Full HD

श्री हनुमान चालीसा 🌺🙏| Shree Hanuman Chalisa Original Video |🙏🌺| GULSHAN KUMAR | HARIHARAN |Full HD

ଜୟ ଶ୍ରୀ ରାମ, ଜୟ ଶ୍ରୀ ହନୁମାନ ଭାଗ -୨ | ଶ୍ରୀ ରାମ ଭଜନ | SHREE RAM BHAJAN

ଜୟ ଶ୍ରୀ ରାମ, ଜୟ ଶ୍ରୀ ହନୁମାନ ଭାଗ -୨ | ଶ୍ରୀ ରାମ ଭଜନ | SHREE RAM BHAJAN

Akatya Bachana ଅକାଟ୍ୟ ବଚନ (ସର୍ବଶ୍ରେଷ୍ଠ ଜ୍ୟୋତିଷ ଗଣନା ) | Namita Agrawal | Sidharth Music

Akatya Bachana ଅକାଟ୍ୟ ବଚନ (ସର୍ବଶ୍ରେଷ୍ଠ ଜ୍ୟୋତିଷ ଗଣନା ) | Namita Agrawal | Sidharth Music

Hanuman Amritavani

Hanuman Amritavani

Shri Hanuman chalisa || हनुमान चालीसा || Hanuman chalisa by Hariharan | Gulshan Kumar | Bajrang baan

Shri Hanuman chalisa || हनुमान चालीसा || Hanuman chalisa by Hariharan | Gulshan Kumar | Bajrang baan

NE MAA GHATA GAAN Tarini Bhajans Full Audio Juke Box ମା ତାରିଣୀ ଭଜନ | Namita Agrawal | Sidharth Music

NE MAA GHATA GAAN Tarini Bhajans Full Audio Juke Box ମା ତାରିଣୀ ଭଜନ | Namita Agrawal | Sidharth Music

Srikrushna Arjunanku Kahanti Geeta Gyana // Srikrushna Arjuna Gahani // Mahabharatara Geeta Katha //

Srikrushna Arjunanku Kahanti Geeta Gyana // Srikrushna Arjuna Gahani // Mahabharatara Geeta Katha //

DUNIYA CHALENA SRI RAMA BINA ଦୁନିଆ ଚାଲେନା ଶ୍ରୀ ରାମ ବିନା || Pankaj jaal || SARTHAK MUSIC

DUNIYA CHALENA SRI RAMA BINA ଦୁନିଆ ଚାଲେନା ଶ୍ରୀ ରାମ ବିନା || Pankaj jaal || SARTHAK MUSIC

HE SHIVA (Amrutabani) - ହେ ଶିବ( ଅମୃତବାଣୀ) | Namita Agrawal | Odia Bhaktidhara

HE SHIVA (Amrutabani) - ହେ ଶିବ( ଅମୃତବାଣୀ) | Namita Agrawal | Odia Bhaktidhara

Gobinda Gobinda Gobinda - ହୃଦୟସ୍ପର୍ଶୀ ଭାବପୂର୍ଣ ଓଡିଆ ଜଗନ୍ନାତ ଭଜନ | Siba Nana(Shiba Prasad Dash) Audio

Gobinda Gobinda Gobinda - ହୃଦୟସ୍ପର୍ଶୀ ଭାବପୂର୍ଣ ଓଡିଆ ଜଗନ୍ନାତ ଭଜନ | Siba Nana(Shiba Prasad Dash) Audio

ଆଜି ଶନିବାରରେ ଏହି ଚମତ୍କାରୀ ସୁନ୍ଦରାକାଣ୍ଡ ପାଠ ମାତ୍ର ୧୧  ମିନିଟ୍ ମୋବାଇଲରେ ଚଲେଇ ରଖିଦିଅନ୍ତୁ l Sundarakanda

ଆଜି ଶନିବାରରେ ଏହି ଚମତ୍କାରୀ ସୁନ୍ଦରାକାଣ୍ଡ ପାଠ ମାତ୍ର ୧୧ ମିନିଟ୍ ମୋବାଇଲରେ ଚଲେଇ ରଖିଦିଅନ୍ତୁ l Sundarakanda

Dunia Chalena Srirama Bina- ଦୁନିଆ ଚାଲେନା ଶ୍ରୀରାମ ବିନା | Namita Agrawal | ଶ୍ରୀରାମଙ୍କ ଜନ୍ମ କାହାଣୀ |S.B

Dunia Chalena Srirama Bina- ଦୁନିଆ ଚାଲେନା ଶ୍ରୀରାମ ବିନା | Namita Agrawal | ଶ୍ରୀରାମଙ୍କ ଜନ୍ମ କାହାଣୀ |S.B

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]