AAICHHE NUAKHAI
Автор: AD MEDIA LIVE
Загружено: 2025-08-27
Просмотров: 1843
ମହାନ ଆମର ସଂସ୍କୃତି,ମହାନ ଆମର ପରମ୍ପରା । ପଶ୍ଚିମ ଓଡିଶାରେ ହେଉଥିବାର ବାର ମାସରେ ତେର ପରବ ଭିତରେ ନୁଆଁଖାଇ ଟିକେ ଭିନେ ଆକର୍ଷଣ ରଖତ୍ସ । ଭାଇଚାର ସାଙ୍ଗେ ଏକତା ଆର ସାଂସ୍କୃତିକ ବାର୍ତା ଦେଶି ଇ ଗଣପର୍ବ ନୁଆଁଖାଇ । ଗଣପର୍ବ ନୁଆଁଖାଇକେ ନେଇକରି ଆମର ଗୁଟେ ଛୁଟିଆ ଚେଷ୍ଟା । କେନ୍ତା ଭାଇଚାରା ଭିତରେ ଆମେ ନୁଆଁ ଖାଇସୁ ଆର ମାଁ ସମଲେଇ ର କରୁଣାରୁ କେନ୍ତା ଅଭାବି ଇ ତାହରରୁ ନାଇ ବାଦ ପଡେ ତାର ଗୁଟେ ଝଲକ ଇ ସିନେମା ମାଧ୍ୟମନେ ଦେଖାବାକେ ଚେଷ୍ଟା କରିଛୁ । ସବୁ ନୁଆଁ ନୁଆଁ କଲାକାର ମାନକୁ ନେଇକରି ହେଇଥିବା ଇ ସିନେମା କେ ଆପନ ମାନେ ପସନ୍ଦ କରବେ ବୋଲି ଆଶା କରୁଛୁଁ । ଆମର ସିନେମା ପସନ୍ଦ ହେଲେ ନିହାତି ଭାବେ ଆମର ଚେନାଲ କେ ଫଲୋ,ସବସ୍କ୍ରାଇବ,ଲାଇକ ଆର କମେଂଟ କରବାକେ ନାଇଁ ଭୁଲବେ । ନୁଆଁଖାଇ ଜୁହାର ।
Доступные форматы для скачивания:
Скачать видео mp4
-
Информация по загрузке: