Aaj Sri krishna ji ka pata chala mujhe🙏🙏
Автор: Crazy Badal Life
Загружено: 2025-01-08
Просмотров: 41
ଜୟ ଶ୍ରୀ କ୍ରିଷ୍ଣା 🙏🙏
ଆଜି ମୁ ଆସିଥିଲି ଇସ୍କନ, ଯୋଉଠି ଶ୍ରୀ ରାଧାକୃଷ୍ଣ ଙ୍କୁ ପୂଜା କରାଯାଏ l ଗାଁ ରେ ଥିଲା ବେଳେ ବହୁତ୍ ଦିନରୁ ଭାବିଥିଲି କି ଭୁବନେଶ୍ୱର ରେ ଥିବା ଇସ୍କନ କୁ ଟିକେ ଦର୍ଶନ କରିବାକୁ ଯିବୁ ହେଲେ ଯାଇପରିନଥିଲି l କିନ୍ତୁ ବାଙ୍ଗାଲୋର ଆସିବା ପରେ ସେ ଇଚ୍ଛା ପୂର୍ଣ୍ଣ ହୋଇପାରିଛି l ଏଠି ରାଧାକୃଷ୍ଣ ଙ୍କ ସହିତ ଅନ୍ୟ ଭଗବାନ ଙ୍କୁ ମଧ୍ୟ ପୂଜା କରାଯାଏ ଯେମିତି ବଳରାମ ଠାକୁର , ନୃସିଂହ ଭଗବାନ l ଏହା ବାଙ୍ଗାଲୋର ସହର ଠାରୁ 20 କିମି ଦୂରରେ ମହାଲକ୍ଷ୍ମୀପୁରମ୍ ଠାରେ ରହିଛି l ଏହା ସବୁଦିନ ଖୋଲା ରହିଥାଏ l
ଏହାର ପାଖ ବସ ଷ୍ଟାଣ୍ଡ ହେଲା ମାଜେଷ୍ଟିକ, ପାଖ ରେଳ ଷ୍ଟେସନ ହେଲା ମହାଲକ୍ଷ୍ମୀ ମେଟ୍ରୋ ଷ୍ଟେସନ , ଏହା ସହିତ 23କିମି ଦୂରରେ ରହିଛି କlମ୍ପେଗୌଡ ବିମାନ ବନ୍ଦର l ଏଠାକୁ ଆସିବା ପାଇଁ ସବୁ ପ୍ରକାରର ସୁବିଧା ମିଳିଯାଏ l
ଆଉ ବିଳମ୍ବ ନ କରି ଚାଲନ୍ତୁ ମୋ ସହିତ ଆପଣ ମାନେ ପ୍ରଭୁଙ୍କ ଦର୍ଶନର ସୌଭାଗ୍ୟ ଅର୍ଜନ କରନ୍ତୁ l
Related keywords
#iskcon
#iskcontemple
#travelblogger
#travelvlog
#travel
#travelguide
#odiavlog
#odiavlogger
#touristattraction
#bengaluruvlog
#bangaloreattractions
#odiavlogs
#how to go iskcon temple
#love
#mahalakshmipuram
Доступные форматы для скачивания:
Скачать видео mp4
-
Информация по загрузке: