E SAMPARKA NEW ODIA CHRISTIAN SONG 2023 OFFICIAL STUDIO VERSION IIHUMAN SAGARII NITUN MUSIC OFFICIAL
Автор: Nitun Music Official
Загружено: 2023-04-05
Просмотров: 300912
#esamparka
E SAMPARKA II NEW ODIA CHRISTIAN SONG 2023 II OFFICIAL STUDIO VERSION II HUMAN SAGAR II NITUN MUSIC OFFICIAL II
" Nitun Music Official "ଙ୍କ ଦ୍ଵାରା ପ୍ରସ୍ତୁତ ଏହି ଭଡିଓଟି ଯଦି ଭଲ ଲାଗିଥାଏ ତେବେ " Nitun Music Official " YouTube channel କୁ like , comment ଏବଂ share କରନ୍ତୁ। ଆମ ସହ ଯୋଡ଼ି ହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ର notification ପାଇବା ପାଇଁ " Nitun Music Official " YouTube channel କୁ subscribe କରନ୍ତୁ ଏବଂ bell button 🔔 ନିଶ୍ଚୟ press କରନ୍ତୁ ।। ଧନ୍ୟବାଦ ।। PRAISE THE LORD ||
*SONG CREDITS :
*SONG: E SAMPARKA
*SINGER: HUMAN SAGAR (Ollywood Playback Singer)
*PRODUCER AND LYRICS: NITUN NAYAK
*MUSIC: SUNDAR KUMAR
*MUSIC ARRANGEMENTS: BAPI SAMAL
*DUBBING : MRR STUDIO CTC
*MIXING & MASTERING: SHAKTISWAR MOHAPATRA
*DOP:BADAL
*EDITING: DIGITAL CREW
*POSTER DESING : KARAN
*BANNER: NITUN MUSIC OFFICIAL
*OFFICIAL CONTACT NUMBER: 8895574791, WHATSAPP-8763954610
*SUPPORTED BY: MIAJINI NAYAK AND SUBHANAK
*SPECIAL THANKS TO FR. CHITARANJAN NAYAK AND MY FAMILY.
ଏ ସମ୍ପର୍କ • E SAMPARKA NEW ODIA CHRISTIAN SONG 2023 OF...
Join YouTube membership / @nitun.music_official
ଏ ସମ୍ପର୍କ ମୋ ସମ୍ପର୍କ
ଆରମ୍ଭ ହୁଏ ତୁମରି ସେ ଅଭୂଲା ପ୍ରେମରୁ (୨)
କେଢେ ନିଆରା ଏ ସମ୍ପର୍କ
ଅତି ମଧୁର ଏ ସମ୍ପର୍କ (୨)
ତୁମଠାରେ ପ୍ରଭୁ ଜୁଗ ଜୁଗର
ଏ ସମ୍ପର୍କ.......
୧. ଗଡ଼ିଲ ମାନବ ତୁମ ରୂପ ପରି
ଦିନରେ ସୂରୁଜ ରାତ୍ରୀ ରେ ଚନ୍ଦ୍ର
ବନ ଗିରି ନଦ ସମୁଦ୍ର... ହୋ...(୨)
କେଢେ ନିଆରା ଏ ସମ୍ପର୍କ
ଅତି ମଧୁର ଏ ସମ୍ପର୍କ
ତୁମଠାରେ ପ୍ରଭୁ ଜୁଗ ଜୁଗର
ଏ ସମ୍ପର୍କ....
୨. ପରମ ପୋବିତ୍ର ଅଦ୍ୱିତୀୟ ପୂତ୍ର
ଦେହବନ୍ତ ହୋଇ ସ୍ଥାପିଲ ସମ୍ପର୍କ
ଈଶ୍ୱର ମନୁଷ୍ୟ ସହିତ.. ହୋ..(୨)
କେଢେ ନିଆରା ଏ ସମ୍ପର୍କ
ଅତି ମଧୁର ଏ ସମ୍ପର୍କ
ତୁମଠାରେ ପ୍ରଭୁ ଜୁଗ ଜୁଗର
ଏ ସମ୍ପର୍କ....
!! ***************************** !!
ବିଦ୍ର: ଦୟାକରି ଗୀତର ଅଡିଓ କି ଭିଡିଓ ରି ଅପଲୋଡ଼୍ କରନ୍ତୁ ନାହିଁ, ଆମେ କପି ରାଇଟ୍ କ୍ଲେଇମ୍ ବା କପି ରାଇଟ୍ ଷ୍ଟ୍ରାଈକ୍ ଦେବାକୁ ବାଧ୍ୟ ହେବୁ । ଖ୍ରୀଷ୍ଟ ସନ୍ତାନ ହୋଇଥିବା ହେତୁ ଆମେ ଶୃଙ୍ଖଳା ରକ୍ଷା କରିବା ଆବଶ୍ୟକ ଅଟେ । ଧନ୍ୟବାଦ
!! ***************************** !!
ANTI PIRACY WARNING *!! This content is copyright to NITUN MUSIC OFFICIAL . Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.( Book under Copyright act 1976 under section 107)
#christiansong
#bible
#esampark
#telugusong
#nepalisong
#uk church
new odia christian songs
new odia christian songs 2023
Nitun music official christmas songs
Доступные форматы для скачивания:
Скачать видео mp4
-
Информация по загрузке: