ପ୍ରମିଳାଙ୍କ କଥା ଶୁଣିବେ ଦେବାଶିଷ? Pramila on Debashish Samantaray | BJD News | Odisha Politics
Автор: News18 Odia
Загружено: 2025-11-26
Просмотров: 968
ପ୍ରମିଳାଙ୍କ କଥା ଶୁଣିବେ ଦେବାଶିଷ? Pramila on Debashish Samantaray | BJD News | Odisha Politics
Pramila Mallik targets Debashish Samantaray after he steps down from his position. She says some selfish leaders leave the party when their personal interests are affected and later speak against the organisation. According to her, it is better for such people to leave, as the party will continue to run with discipline.
ଦେବାଶିଷ ସାମନ୍ତରାୟ ପଦ ଛାଡ଼ିବା ପ୍ରସଙ୍ଗରେ ପ୍ରମିଳାଙ୍କ ଟାର୍ଗେଟ ... କିଛି ସ୍ୱାର୍ଥପର ନେତା ଅଛନ୍ତି, ସ୍ୱାର୍ଥରେ ବାଧା ଆସିଲେ ଦଳ ଛାଡ଼ନ୍ତି ଦଳ ବିରୋଧରେ କୁହନ୍ତି। ଯେତେ ସ୍ୱାର୍ଥପର ଲୋକ ଅଛନ୍ତି ଦଳରୁ ପଳେଇଲେ ଭଲ ହେବା। ଦଳ ଶୃଙ୍ଖଳାର ସହ ଚାଲିବ। ଦେବାଶିଷ ସାମନ୍ତରାୟ ଯେହେତୁ ଅସୁସ୍ଥ ଅଛନ୍ତି ପଦବୀ ସମ୍ଭାଳି ପରିବେନି ବୋଲି ଇସ୍ତଫା ଦେଲେ। ସେ କୁହନ୍ତୁ ଯେତେବେଳେ ପଦବୀରେ ଥିଲେ ଆଉ ଦଳ କ୍ଷମତାରେ ଥିଲା ସେତେବେଳେ କୋଉ ନୀତି ଆଦର୍ଶରେ ଦଳ ଚାଲୁଥିଲା । ସେତେବେଳେ କାହିଁ କିଛି କହୁ ନଥିଲେ । ଏବେ କ୍ଷମତା ଚାଲିଗଲା ବୋଲି କହୁଛନ୍ତି ନୀତି ଆଦର୍ଶରୁ ଚାଲିଗଲା ?
#bjdnews #debasish #odianews
#News18Odia #OdiaNews #odishanews #oriyanews #breakingnews #weathernews
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - https://onelink.to/desc-youtube
Please visit our website https://bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ
Subscribe to our channel to get the latest news and updates https://tinyurl.com/y46bt2fm
Доступные форматы для скачивания:
Скачать видео mp4
-
Информация по загрузке: