Balasore Home Guard Exam 2025 | Homeguard important essay | ଓଡ଼ିଆ ରଚନା |100 % ଆସିବ
Автор: ମୁଁ ବି ଶିକ୍ଷକ ହେବି(Mu bi shikyaka hebi)
Загружено: 2025-12-09
Просмотров: 3113
Balasore Home Guard Exam 2025 | General Knowledge (GK) Questions & ଅଂଶବେଶ and Balasore Homeguard important essay
ଏହି ଭିଡିଓରେ ଆପଣ ପାଇପାରିବେ ବାଲେଶ୍ୱର ହୋମଗାର୍ଡ ପରୀକ୍ଷା 2025 ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ GK Questions, Odisha GK, India GK, Current Affairs ଓ Static GKର ଟପ୍ MCQ. ହୋମଗାର୍ଡ ଲେଖିତ ପରୀକ୍ଷାରେ ପ୍ରଶ୍ନଗୁଡ଼ିକ ଏହି ସବୁ ବିଷୟରୁ ଆସିଥାଏ — ଇତିହାସ, ଭୂଗୋଳ, ପଲିଟି, ବିଜ୍ଞାନ, ଓଡ଼ିଶା ସାମ୍ପ୍ରତିକ, ଓ ସାଧାରଣ ଜ୍ଞାନ. ବାଲେଶ୍ୱର ହୋମ ଗାର୍ଡ ପାଇଁ important ରଚନା ପାଇପାରିବେ
ଏହି ଭିଡିଓ ଆପଣଙ୍କୁ Balasore Home Guard 2025 ପାଇଁ ପୂରା ତରହେ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ। ବାଲେଶ୍ୱର ହୋମ ଗାର୍ଡ ପାଇଁ important ରଚନା ପାଇପାରିବେ..
✔ Odisha GK
✔ India GK
✔ Current Affairs 2024–25
✔ Important Static GK
✔ Expected Questions for Home Guard
ଯଦି ଆପଣ ହୋମଗାର୍ଡ ପରୀକ୍ଷାକୁ ଟାର୍ଗେଟ କରୁଛନ୍ତି, ସମ୍ପୁର୍ଣ୍ଣ ଭିଡିଓଟିକୁ ଦେଖନ୍ତୁ ଓ ଦୈନିକ MCQ ପାଇଁ ଚ୍ୟାନେଲକୁ ସବ୍ସକ୍ରାଇବ୍ କରନ୍ତୁ।
TELEGRAM LINK:
https://t.me/odisha_exam_updates
📌 Thumbnail image is AI-generated and used for educational illustration purposes.
Доступные форматы для скачивания:
Скачать видео mp4
-
Информация по загрузке: