ନବଜାତ ଶିଶୁର ଯତ୍ନ: କେମିତି ନେବେ? | Newborn Care: All you need to Know, Odia | Dr Satya Ranjan Mallick
Автор: Swasthya Plus Odia
Загружено: 2025-12-20
Просмотров: 1741
ନବଜାତ ଶିଶୁର ଯତ୍ନ ଶିଶୁ ମା’ ପେଟରେ ଥିବା ଦିନଠାରୁ ଆରମ୍ଭ ହୋଇଥାଏ। ତେଣୁ ଶିଶୁ ଜନ୍ମ ହେବା ଯାଏଁ ମା’ର ଅଧିକ ଯତ୍ନ ନେବା ଦରକାର। ସୁଷମ ଖାଦ୍ୟଠାରୁ ଆରମ୍ଭ କରି ଟିକାକରଣ ସଠିକ ସମୟରେ କରିବା ଦରକାର। ପ୍ରସବ ସର୍ବଦା ସ୍ୱାସ୍ଥ୍ୟକେନ୍ଦ୍ରରେ କରିବା ଉଚିତ। ଆସନ୍ତୁ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସତ୍ୟ ରଞ୍ଜନ ମଲ୍ଲିକଙ୍କଠାରୁ ଏବିଷୟରେ ଜାଣିବା ସବିଶେଷ ତଥ୍ୟ।
ଏହି ଭିଡିଓରେ ରହିଛି,
ନବଜାତ ଶିଶୁର ଯତ୍ନ କେମିତି ନେବେ? (0:00)
ଜନ୍ମ ପରେ ଶିଶୁକୁ କେଉଁ କେଉଁ ଟିକା ଦେବା ଆବଶ୍ୟକ? (1:30)
ଛଅ ମାସ ପରେ ଶିଶୁଙ୍କୁ କ’ଣ ଖୁଆଇବେ? (2:02)
ଶିଶୁ ରାହା ଧରି କାନ୍ଦିଲେ କ’ଣ କରିବେ? (3:09)
ଶିଶୁ ଜନ୍ମ ପରେ ମା’ମାନେ କ’ଣ ଖାଇବେ? (3:54)
ଶିଶୁକୁ ନିମୋନିଆରୁ କିପରି ରକ୍ଷା କରିବେ? (4:44)
Newborn babies are extremely delicate and need gentle handling, constant care, and full attention. From feeding and sleeping to hygiene and comfort, every small routine plays an important role in a baby’s healthy growth. Caring for a newborn involves many important factors that every parent should be aware of. How to take Care of a New-Born Baby? Let's learn more from Dr Satya Ranjan Mallick, a Paediatrician.
In this Video,
How to take Care of a New-Born Baby? in Odia (0:00)
What vaccines will be given to a Baby after birth? in Odia (1:30)
What to feed the Baby after 6 months? in Odia (2:02)
What to do if the Baby cries continuously? in Odia (3:09)
What should mothers eat after childbirth? in Odia (3:54)
How to protect a Baby from Pneumonia? in Odia (4:44)
#NewBornCare #OdiaHealthTips
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!
Доступные форматы для скачивания:
Скачать видео mp4
-
Информация по загрузке: