କ୍ରିମ କିଣିବାକୁ ଆସି, ୨୦୦ ଟଙ୍କିଆ ନକଲି ନୋଟ ଦେଲାବେଳେ ଧରାପଡିଲେ ! Fake currency seized, Bhadrak.
Автор: Pratidin TV
Загружено: 2025-05-10
Просмотров: 11128
କ୍ରିମ କିଣିବାକୁ ଆସି, ୨୦୦ ଟଙ୍କିଆ ନକଲି ନୋଟ ଦେଲାବେଳେ ଧରାପଡିଲେ ! ଦୋକାନ ରେ ଜିନିଷ କିଣିବା ବାହାନା ରେ ନକଲି ନୋଟ ଦେଇ ଧରା ପଡ଼ି ବନ୍ଧା ହେଲେ । ଦୌଡ଼ି ପଳାଇବା ବେଳେ ଜଣେ ଧରା ପଡ଼ିଥିବା ବେଳେ ଜଣେ ଖସିଗଲା । ନିକଟ ରୁ ମିଳିଲା ପ୍ରାୟ ୧୦ ହଜାର ଟଙ୍କା ର ନକଲି ନୋଟ । ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନ ଆନନ୍ଦ ବଜାର ରେ । ସୁଚନା ଅନୁଯାୟୀ ଦୁଇ ଜଣ ଯୁବକ ଆନନ୍ଦବଜାର ରେ ଥିବା ମାର୍କେଟ କୁ ଆସିଥିଲେ । ଜଣେ ଯୁବକ ଦୋକାନ ରୁ କ୍ରିମ କିଣିବା ପରେ ୨ ଶହ ଟଙ୍କା ଦେଇ ଖୁଚୁରା ନେଇଥିଲେ । କିଛି ସମୟ ପରେ ପୁଣି ଥରେ ୨ ଶହ ଟଙ୍କା ଦେଇ ଦୁଇଟି ୧୦୦ ଟଙ୍କିଆ ନୋଟ ମାଗିଥିଲେ । Fake currency seized, Bhadrak.
#bhadrak #bhadraknews
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Доступные форматы для скачивания:
Скачать видео mp4
-
Информация по загрузке: