ଏ ପୁଲିସ ହାତ ଦେଏନା କହୁଛି…|| Congress Protest || Odisha Assembly || Odisha Police || Odisha Reporter
Автор: Odisha Reporter
Загружено: 2025-03-26
Просмотров: 390083
ଆଜି ସକାଳେ ରଣକ୍ଷେତ୍ର ପାଲଟିଥିଲା ବିଧାନସଭା ସମ୍ମୁଖ ଅଞ୍ଚଳ। ଗଲା ରାତିରେ ଅନଶନର ତାତି ଥମି ନ ଥିବା ବେଳେ ଆଜି ଆକ୍ରମଣାତ୍ମକ ପନ୍ଥା ଗ୍ରହଣ କରିଥିଲା କଂଗ୍ରେସ ଦଳ। ସମୁଦାୟ ୧୪ କଂଗ୍ରେସ ବିଧାୟକଙ୍କ ଭିତରୁ ୧୨ ଜଣ ନିଲମ୍ବିତ ହୋଇ ସାରିଥିବା ବେଳେ, ଆଜି ୨ ଜଣଙ୍କୁ ନିଲମ୍ବିତ କରିଥିଲେ ବାଚସ୍ପତି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #congress #protest #assembly #news #update #police #missbehave #odishareporter
Доступные форматы для скачивания:
Скачать видео mp4
-
Информация по загрузке: