Ashichanti Abtari Chinmaya Rupadhari || Swami Nigamananda
Автор: GURU KRUPA
Загружено: 2020-06-05
Просмотров: 132707
Ashichanti Abtari Chinmaya Rupadhari || Swami Nigamananda
#jayguru #swami nigamananda
#nigamananda bhajan
#nigamananda song
#nigamananda saraswati bhajan
ଜୟଗୁରୁ
ଆଜିର ଅମୃତବାଣୀ
"କେବଳ ଉପଦେଶ ଶୁଣିଲେ କିଛି ହୁଏ ନାହିଁ ।ଜୀବନରେ ଗୋଟିଏ ଉପଦେଶକୁ ଯଦି କାର୍ଯ୍ୟକାରୀ କରିପାର ,ତେବେ ଜୀବନ ଧନ୍ୟ ହୋଇଯିବ ।ତୁମେମାନେ ମନୁଷ୍ୟ ହୁଅ ,ଭଗବାନ ହୁଅ ,ଏହା ହିଁ ମୋର ଇଚ୍ଛା ।ଉଚ୍ଚ ସାଧକଙ୍କର ଯେଉଁ ଭାବ , ଯାହାକୁ କି ବିଶ୍ୱପ୍ରେମ କହନ୍ତି , ମୁଁ ତୁମମାନଙ୍କ ମଧ୍ୟରେ ସେହି ବିଶ୍ୱପ୍ରେମ ଭାବ ଦେଖିବାକୁ ଆଶାକରେ ।ତୁମେମାନେ ଜଗତକୁ ସେହି ଭାବରେ ସୁଖ ପାଇବ ।
ନିଗମ ଉପଦେଶ (ପୃଷ୍ଠା-୧୨୭)
ଶ୍ରୀଶ୍ରୀଠାକୁରନିଗମାନନ୍ଦ
Доступные форматы для скачивания:
Скачать видео mp4
-
Информация по загрузке: