Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

BJPରେ ମିଶିବେ BJD ନେତାଙ୍କ ପୁଅ ! Prayashkanti Samal-Prafulla Samal In Bhadrak | Naveen Patnaik

Автор: News18 Odia

Загружено: 2025-12-06

Просмотров: 2492

Описание:

ଭଦ୍ରକରେ ବାପା-ପୁଅ ରୋଚକ ଲଢ଼େଇ । ୪ ବ୍ଲକ ଅଧ୍ୟକ୍ଷ ବିଜେଡିରୁ ଇସ୍ତଫା ଦେବା ପରେ ଅପରେସନ ଲୋଟସରେ ବ୍ରେକ୍ ଲଗାଇବାକୁ ପ୍ରଫୁଲ୍ଲ ସାମଲଙ୍କୁ ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କିନ୍ତୁ ୨୦୨୪ ନିର୍ବାଚନର ଗ୍ଲାନିରେ ଜଳୁଥିବା ପୁଅ ପ୍ରୟାସକାନ୍ତି ବିଜେଡିର ଗଡ଼କୁ ଧ୍ବସ୍ତବିଧ୍ବସ୍ତ କରିବାକୁ ଯେଉଁ ଗୋଟି ଚଳାଇଛନ୍ତି ସେଥିରେ ପରାହତ ହୋଇଛନ୍ତି ବାପା ପ୍ରଫୁଲ୍ଲ ସାମଲ । ପ୍ରୟାସକାନ୍ତିଙ୍କ ପଦ୍ମ ମିଶନ ଆଗରେ କାମ କରୁନି ପ୍ରଫୁଲ୍ଲଙ୍କ ଡିଫେନ୍ସ ଷ୍ଟ୍ରାଟେଜି ।

Exciting fight between father and son in Bhadrak. After the resignation of four block presidents from BJD, BJD supremo Naveen Patnaik has given the responsibility to Prafulla Samal to put a break on Operation Lotus. However, in the glare of the 2024 elections, the son, Prayas Kanti, who has been trying to shake up the BJD stronghold, has defeated his father Prafulla Samal in this effort. Prafulla's defense strategy is not working in front of Prayas Kanti's Padma Mission.

#BhadrakBJDPolitics #OdishaPolitics #BJD #NaveenPatnaik #PrafullaSamal #PrayashkantiSamal #PoliticalNews #OdishaBreakingNews #bhadraknews #News18Odia #OdiaNews #odishanews #oriyanews #breakingnews

Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.

News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।

Download our News18 Mobile App - https://onelink.to/desc-youtube

Please visit our website https://bit.ly/2YaikeJ for the latest opinions and detailed news coverage.

Follow us on
Facebook:   / news18odia  
Twitter: https://twitter.com/news18odia?lang=en
Website: https://bit.ly/2YaikeJ

Subscribe to our channel to get the latest news and updates https://tinyurl.com/y46bt2fm

BJPରେ ମିଶିବେ BJD ନେତାଙ୍କ ପୁଅ ! Prayashkanti Samal-Prafulla Samal In Bhadrak | Naveen Patnaik

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

ଖବର ଫଟାଫଟ |Speed News | Khabar Fatafat | Human Sagar News | Imran Khan News | Odisha Politics

ଖବର ଫଟାଫଟ |Speed News | Khabar Fatafat | Human Sagar News | Imran Khan News | Odisha Politics

BJD ଉପରେ ଏହି ନେତାଙ୍କ ଅଭିଶାପ ! Bhadrak Leaders Join BJP | Arjun Sethi |  Odia News N18V

BJD ଉପରେ ଏହି ନେତାଙ୍କ ଅଭିଶାପ ! Bhadrak Leaders Join BJP | Arjun Sethi | Odia News N18V

ନବୀନ ନିବାସରେ ଚାଲିଛି ଡ୍ରାମା , ବିଜେପିରେ ମିଶାଇଦେଲେ ପାଣ୍ଡିଆନ  | Odisha Reporter

ନବୀନ ନିବାସରେ ଚାଲିଛି ଡ୍ରାମା , ବିଜେପିରେ ମିଶାଇଦେଲେ ପାଣ୍ଡିଆନ | Odisha Reporter

Почему Манмохан так заинтересован в присоединении братьев Самал к БДП? Инсайдеры указывают на рас...

Почему Манмохан так заинтересован в присоединении братьев Самал к БДП? Инсайдеры указывают на рас...

ଆଜିର ବଡ଼ ଖବର |8th December | Barabati T20 Match | BJD Leader Join BJP | Human Sagar News | Odia News

ଆଜିର ବଡ଼ ଖବର |8th December | Barabati T20 Match | BJD Leader Join BJP | Human Sagar News | Odia News

ପଦ୍ମ ପୋଖରୀ ଆଡେ ପୁଣି ଢଳିଲେଣି ଚମ୍ପୁଆ ବିଧାୟକ ସନାତନ ମହାକୁଡ ।

ପଦ୍ମ ପୋଖରୀ ଆଡେ ପୁଣି ଢଳିଲେଣି ଚମ୍ପୁଆ ବିଧାୟକ ସନାତନ ମହାକୁଡ ।

KHOLA KATHA: Exclusive Interview with Prasanna Acharya,Deputy Leader of Opposition,Odisha Assembly,

KHOLA KATHA: Exclusive Interview with Prasanna Acharya,Deputy Leader of Opposition,Odisha Assembly,

Rasikia Nacha Mastar Tame | ରସିକିଆ ନାଚ ମାଷ୍ଟର ତମେ 😂 | Jatra Comedy Chunka | Alankar TV

Rasikia Nacha Mastar Tame | ରସିକିଆ ନାଚ ମାଷ୍ଟର ତମେ 😂 | Jatra Comedy Chunka | Alankar TV

ଓଡ଼ିଶାର କାଳିଦାସ: ଯାହାଙ୍କ ପାଖରେ ମୁଣ୍ଡ ନଇଁଯାଏ... | EP-133 | Podcast With Lokakabi Dr. Haldhar Nag.

ଓଡ଼ିଶାର କାଳିଦାସ: ଯାହାଙ୍କ ପାଖରେ ମୁଣ୍ଡ ନଇଁଯାଏ... | EP-133 | Podcast With Lokakabi Dr. Haldhar Nag.

ଝିଅକୁ କଣ କହିଲେ ଅନୁଭବ ମହାନ୍ତି Humane Sagar News । Human Sagar Manager | Anubhav Mohanty

ଝିଅକୁ କଣ କହିଲେ ଅନୁଭବ ମହାନ୍ତି Humane Sagar News । Human Sagar Manager | Anubhav Mohanty

Special Story: ଆଉ ଅଣ୍ଟା ସଳଖୀ ଛିଡ଼ା ହୋଇପାରିବନି ଭଦ୍ରକ ବିଜେଡି , ଏବେ କାନ୍ଦିଲେ କି ଲାଭ ? | Odisha Reporter

Special Story: ଆଉ ଅଣ୍ଟା ସଳଖୀ ଛିଡ଼ା ହୋଇପାରିବନି ଭଦ୍ରକ ବିଜେଡି , ଏବେ କାନ୍ଦିଲେ କି ଲାଭ ? | Odisha Reporter

ପାଣ୍ଡିଆନଙ୍କ ସିକ୍ୟୁରିଟି ପାଇଁ ବର୍ଷକୁ ୪ କୋଟି ଖର୍ଚ୍ଚ  | Odisha Reporter

ପାଣ୍ଡିଆନଙ୍କ ସିକ୍ୟୁରିଟି ପାଇଁ ବର୍ଷକୁ ୪ କୋଟି ଖର୍ଚ୍ଚ | Odisha Reporter

| Odisha Reporter

| Odisha Reporter

Oppertunity for BJD ।। ବିଜେଡି ପାଇଁ ସୁଯୋଗ।। The Samata ।। Kedar Mishra

Oppertunity for BJD ।। ବିଜେଡି ପାଇଁ ସୁଯୋଗ।। The Samata ।। Kedar Mishra

Barabati T20 Frenzy:Massive Ticket Rush | ଲିଙ୍କ ରୋଡ୍‌କୁ ଡାକି ମ୍ୟାଚ୍‌ ପାଇଁ ଟିକେଟ୍‌ ବିକୁଛନ୍ତି କଳାବଜାରୀ

Barabati T20 Frenzy:Massive Ticket Rush | ଲିଙ୍କ ରୋଡ୍‌କୁ ଡାକି ମ୍ୟାଚ୍‌ ପାଇଁ ଟିକେଟ୍‌ ବିକୁଛନ୍ତି କଳାବଜାରୀ

ମନମୋହନ ଭାଇ ତମେ କଣ କରିଦେଲ ? ନୀତି ନୈତିକତା ସବୁ ଭୁଲିଗଲ ?

ମନମୋହନ ଭାଇ ତମେ କଣ କରିଦେଲ ? ନୀତି ନୈତିକତା ସବୁ ଭୁଲିଗଲ ?

କଣ ଧ୍ବଂସ ହେବାକୁ ଯାଉଛି l କାହିଁକି ଏମିତି କହିଲେ ଅରୁଣ-Strong Political Leadership Is the Need of the Hour

କଣ ଧ୍ବଂସ ହେବାକୁ ଯାଉଛି l କାହିଁକି ଏମିତି କହିଲେ ଅରୁଣ-Strong Political Leadership Is the Need of the Hour

କୋଟିଏ ଟଙ୍କାର ରହସ୍ୟ ଖୋଲିଲେ ଅମର | Amar Sejal Love Story | Amar Viral Video | Odia Girl Sejal

କୋଟିଏ ଟଙ୍କାର ରହସ୍ୟ ଖୋଲିଲେ ଅମର | Amar Sejal Love Story | Amar Viral Video | Odia Girl Sejal

କଣ ପାଇଁ Indigo  ବିମାନଯାତ୍ରୀଙ୍କୁ ଏତେ ହନ୍ତସନ୍ତ କରୁଛି ଖୋଲି କହିଦେଲେ ପାଇଲଟ ମନ୍ମଥ ରାଉତରାୟManmath on Indigo

କଣ ପାଇଁ Indigo ବିମାନଯାତ୍ରୀଙ୍କୁ ଏତେ ହନ୍ତସନ୍ତ କରୁଛି ଖୋଲି କହିଦେଲେ ପାଇଲଟ ମନ୍ମଥ ରାଉତରାୟManmath on Indigo

ପୁଅ ହିସାବରେ ବାପାଙ୍କୁ ଦଳ ହିସାବରେ ବିଜେପିକୁ ସହଯୋଗ କରିବି  | Odisha Reporter

ପୁଅ ହିସାବରେ ବାପାଙ୍କୁ ଦଳ ହିସାବରେ ବିଜେପିକୁ ସହଯୋଗ କରିବି | Odisha Reporter

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]