Dama Rout in Tension: ରାଗିଗଲେ ଦାମ… କ’ଣ କହିଲେ ଶୁଣନ୍ତୁ
Автор: Odisha Reporter
Загружено: 2017-11-01
Просмотров: 736405
ନିଜ ତୁଣ୍ଡ ପାଇଁ ରାଜ୍ୟ ରାଜନୀତିରେ ପ୍ରସିଦ୍ଧି ଅର୍ଜନ କରିଥିବା ମନ୍ତ୍ରୀ ଦାମୋଦର ରାଉତଙ୍କ ଚିଡ୍ଚିଡା ସ୍ୱଭାବ ଦିନକୁ ଦିନ ବଢିବାରେ ଲାଗିଛି। ବୟସ ବଢିବା ସଙ୍ଗେ ସଙ୍ଗେ ଦାମଙ୍କ ଚିଡା ସ୍ୱଭାବ ବି ବଢୁଛି । ଅବଶ୍ୟ ଏଇ ସ୍ୱଭାବ ତାଙ୍କୁ ଆଜି ଓଡିଶା ରାଜନୀତିର ୧ ନଂ. ଚର୍ଚ୍ଚିତ ବ୍ୟକ୍ତିତ୍ୱ କରି ଛିଡା କରିଛି, ଏ କଥା କହିଲେ ଅତ୍ୟୁକ୍ତି ହେବନି।
Get all the latest news of the world in Odia.
Our Website
http://odishareporter.in
SUBSCRIBE to YouTube channel
http://bit.ly/OdishaReporteronYouTube
Like us on Facebook
/ odishareporter
Follow us on Twitter
/ odishareporter
Доступные форматы для скачивания:
Скачать видео mp4
-
Информация по загрузке: