ବହୁତ ଝଡ଼ୁଛି ଚୁଟି / hair growth ଦରକାର / ସବୁ କରିକି ଥକି ସାରିଲେଣି / try କରନ୍ତୁ ଏଇଟା / odia curly hair
Автор: Odia curly girl
Загружено: 2025-10-13
Просмотров: 40913
ଏହି ଭିଡିଓରେ ମୁଁ ଆପଣଙ୍କୁ ଗୋଟେ ଅତ୍ୟନ୍ତ ପ୍ରଭାବଶାଳୀ natural hair serum ବନାଇବା ପ୍ରକ୍ରିୟା ଦେଖାଇଛି — ଯେଉଁଟି hair fall କମାଏ ଏବଂ ନୂଆ ଚୁଲ ଆଣିବାରେ ସହାୟକ 🌿
ଏହି serum ରେ rice water, roasted mustard ଏବଂ nutmeg powder ବ୍ୟବହାର ହୋଇଛି — ଯାହା ଚୁଲକୁ ମଜବୁତ କରେ, scalp circulation ବଢ଼ାଏ ଏବଂ dandruff କମାଏ।
ପ୍ରତି ସପ୍ତାହେ 2-3 ଥର ଏହା ବ୍ୟବହାର କଲେ ଦେଖିପାରିବେ visible result! ✨
#HairCareRoutine
#HairFallSolution
#NaturalHairSerum
#OdiaBeautyTips
#DIYHairGrowth
#HealthyHairJourney
#HomeRemedyForHair
#HairGrowthTips
#StrongHairNaturally
Доступные форматы для скачивания:
Скачать видео mp4
-
Информация по загрузке: