Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

ବରଗଡ଼ ଧନୁଯାତ୍ରା ଅବସରରେ ‘ବାଲ୍ ଧନୁଯାତ୍ରା’ | ‘Bal Dhanuyatra’ Adds Charm to Bargarh Dhanuyatra

Автор: Bargarh Dhanuyatra Mahotsava Samitee

Загружено: 2025-12-29

Просмотров: 3667

Описание:

#78thBargarhDhanuyatra #OdishaCulture #OpenAirTheatre

ବରଗଡ଼ ଧନୁଯାତ୍ରା ନାଟକର ପ୍ରତ୍ୟେକ ଦୃଶ୍ୟ ଅତି ଜୀବନ୍ତ ଭାବେ ଉପସ୍ଥାପନ କରାଯାଉଛି। ଗୋପପୁରରେ ଶ୍ରୀକୃଷ୍ଣଙ୍କ ଅପୂର୍ବ ବାଲ୍ୟଲୀଳା ସମସ୍ତଙ୍କୁ କରିଦେଇଛି ମନ୍ତ୍ରମୁଗ୍ଧ। ଶ୍ରୀକୃଷ୍ଣ ଯେତେ ଦୁଷ୍ଟାମୀ କଲେ ବି ଗୋପାଙ୍ଗନାମାନେ ତାଙ୍କୁ ଛାଡ଼ି ପାରୁନାହାନ୍ତି। କୃଷ୍ଣପ୍ରେମରେ ଗୋପୀମାନେ ବିଭୋର ହୋଇ ଉଠିଛନ୍ତି।

ଧନୁଯାତ୍ରାର ଷଷ୍ଠ ଦିବସରେ ଗୋପୀଙ୍କ ବସ୍ତ୍ରହରଣର ଦୃଶ୍ୟ ଅଭିନୀତ ହୋଇଥିଲା। ଯମୁନା ଘାଟରେ ସ୍ନାନରତ ଗୋପୀମାନଙ୍କ ବସ୍ତ୍ରକୁ ଚୋରି କରି ଗଛ ଡାଳରେ ଝୁଲାଇ ଦେଇଥିଲେ ଶ୍ରୀକୃଷ୍ଣ। ଆତୁର ହୋଇ ବସ୍ତ୍ର ଫେରାଇଦେବା ପାଇଁ ଗୋପୀମାନେ ନିବେଦନ କରିଥିଲେ। ଗୋପୀମାନେ ଗୀତ ଗାଇ ଶ୍ରୀକୃଷ୍ଣଙ୍କୁ ବସ୍ତ୍ର ମାଗିବାର ଦୃଶ୍ୟ ଉପସ୍ଥିତ ଦର୍ଶକଙ୍କ ମନ ମୋହି ନେଇଥିଲା।

ବରଗଡ଼ ଧନୁଯାତ୍ରା ଅବସରରେ ‘ବାଲ୍ ଧନୁଯାତ୍ରା’ | ‘Bal Dhanuyatra’ Adds Charm to Bargarh Dhanuyatra

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

Kalahandi Utsav 2026 LIVE 🔴 | Grand Cultural Festival of Odisha | Swarna TV

କଥା ପଛର କଥା...ll EP- 03 ll ବରଗଡ଼ କଂସଙ୍କ ଭିତିରି କଥା ll Podcast with Sushil meher ll Kalinga TV

SOM PUBLIC SCHOOL BAJASAL DANCE IN KALAHANDI UTSAV _2026

The Story of 'Putana' Character - Bargarh Dhanuyatra | ବରଗଡ଼ ଧନୁଯାତ୍ରାରେ ପୁତନା ବଧ

କିଏ ଥିଲା ବରଗଡ୍ ଧନୁଯାତ୍ରାର ପହେଲା କଂସ୍ ? MAHANAYAK KANSHA

Bargarh Dhanu Yatra day-9// Rangamahal re Sambalpuri dance //Nanu Meher vlog // #bargarh#viralvlogs

କଂସ ଙ୍କ ସ୍ଵପ୍ନ ଓ ଅନ୍ତିମ ଦୃଶ୍ୟ ର ଆଖଡ଼ା #bargarh #dhanuyatra #akhada #swapna #kansa #news

🔴LIVE: ବରଗଡ଼ ଧନୁଯାତ୍ରା ॥ କଂସର ଛାୟା ଏବଂ ଭୟଙ୍କର ସ୍ବପ୍ନର ସିଧାପ୍ରସାରଣ ॥ Bargarh Dhanujatra ॥ Live

ବରଗଡ଼ ଧନୁଯାତ୍ରା: ମଥୁରାର ମହାରାଜ ହେଲେ କଂସ | Kansa became the King of Mathura

ଟୁକେଲ କୀର୍ତ୍ତନ II TUKEL KIRTAN II Sambalpuri Comedy II Nirmal Singh,Chanidini and Bikash  #comedy

Kalahandi Utsav Ghumura 2026 Live 🔴 C.M. Program/ #bhawanipatna #sambalpur #india

🔴LIVE // ରଙ୍ଗମହଲରୁ ବରଗଡ଼ ଧନୁଯାତ୍ରା  ସିଧା ପ୍ରସାରଣ// Bargarh Dhanuyatra Live Bargarh Tv

‘ଛାଡ଼ି ଯାଅନାହିଁ ଗୋପପୁର’ | Everyone Grieves as Krushna Leaves for Mathura | Bargarh Dhanuyatra

ବରଗଡ଼ ଧନୁଯାତ୍ରା - ନବମ ଦିନ - ରଙ୍ଗମହଲରୁ ସିଧାପ୍ରସାରଣ | 78th Bargarh Dhanuyatra | LIVE

ଇ ଛୁଆ କଲାକାର୍ କେ ଆଶୀର୍ବାଦ୍ ଦେଲେ ଗୁରୁଶ୍ରୀ ଭୁବନେଶ୍ବର ପ୍ରଧାନ୍😮MINI KANSA OF BARGARH SATYAJIT KHAMARI

ଇ ଛୋଟ ଛୁଆ ର ଚମତ୍କାର ଅଭିନୟ Western odisha famous child actor satyajit khamari morsamiya

ନାବ କେଳି,ଧନୁଯାତ୍ରା#dhanuyatra2025 #bargarh #sambalpurivloger #dhanuyatra

ବରଗଡ଼ ଧନୁଯାତ୍ରା - ଏକାଦଶତମ ଦିନ - କଂସ ବଧ | 78th Bargarh Dhanuyatra | LIVE

କଂସ ବଧ - ବରଗଡ଼ ଧନୁଯାତ୍ରା | Fall of Demon King Kansa - Bargarh Dhanuyatra | Drama EP: 1

ବରଗଡ ଧନୁଯାତ୍ରାକେ ସୋଜ୍ କେ ବିଶ୍ବପ୍ରସିଦ୍ଧ ନେ କୁହାଯାଏ😮ଇଟା ହେଉଛେ ବଡ୍ ଉଦାହରଣ୍/SRILANKAN ARTISTS AT BARGARH

© 2025 dtub. Все права защищены.

  • Контакты
  • О нас
  • Политика конфиденциальности

Контакты для правообладателей: infodtube@gmail.com