ଅଷ୍ଟମ ଦିନରେ ମାଁ ପଞ୍ଚ ଠାକୁରାଣୀ ଯାତ୍ରା, ମୁଣ୍ଡମରାଇ
Автор: Deepak's Divine Tech Junction
Загружено: 2025-05-11
Просмотров: 950
ପଞ୍ଚ ଠାକୁରାଣୀଙ୍କ ଯାତ୍ରାର ଅଷ୍ଟମ ଦିନ ମାଁ'ଙ୍କ ନଗର ପରିକ୍ରମା
ଏହି ଭିଡ଼ିଓରେ ଆପଣମାନେ ଦେଖି ପାରିବେ ଯେ, ମାଁ କିପରି ନିଜ ଅସ୍ଥାୟୀ ମଣ୍ଡପରୁ ବାହାରି ଗାଁ ବୁଲିବାକୁ ଯାଆନ୍ତି। ଭକ୍ତମାନେ ପାରମ୍ପାରିକ ରିତିନୀତି ଅନୁସାରେ ମାଆର ବନ୍ଦାପାନ କରିବା ସହ ଭୋଗ ଲାଗନ୍ତି। ବଣ, ଘଂଟ, ଖୋଳ, କରତାଳ, ଢୋଲ, ଚାଙ୍ଗୁ ଆଦିରେ ପୁରା ଗାଁ କମ୍ପି ଉଠେ।
ମାଁ ପଞ୍ଚ ଠାକୁରାଣୀଙ୍କ ନଗର ପରିକ୍ରମା
🔱 ଏହି ଭିଡିଓରେ ଆପଣ ଦେଖିପାରିବେ:
ପଞ୍ଚ ଠାକୁରାଣୀଙ୍କ ନଗର ପରିକ୍ରମାର ଯାତ୍ରାର ମନୋହର ଦୃଶ୍ୟ
ଗାଁର ଲୋକଙ୍କ ଉତ୍ସାହ, ଭକ୍ତିଭାବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ । ମାଁ ନିଜ ଅସ୍ଥାୟୀ ମଣ୍ଡପରୁ ବାହାରି ଭକ୍ତମାନଙ୍କୁ ପାଖକୁ ଯାଆନ୍ତି। ଭକ୍ତ ମାନେ ଅତି ନିକଟରୁ ଦର୍ଶନ କରନ୍ତି ମାଆଙ୍କୁ। ମାଆଙ୍କ ଏହି ଯାତ୍ରାରେ ପୁରା ଗାଁ ଉତ୍ସବମୁଖ ହୋଇ ଉଠେ। ଏହି ଭିଡିଓରେ ଆପଣମାନେ ମା,ଙ୍କ ନଗର ପରିକ୍ରମା ସହ
ମାଁ ପଞ୍ଚ ଠାକୁରାଣୀ ଆସିଲେ ବାପ ଘରକୁ 🙏 15 ଦିନ ବାପ ଘରେ ରହି ଫେରିବେ ଶାଶୁ ଘରକୁ🙏 ପ୍ରତି 5 ବର୍ଷକୁ ମାଁ ଆସନ୍ତି ବୁଲିବାକୁ 🙏#thakuranijatra#maa#thakurani #youtube#mundamarai#ganjam#odisha
ଜୟ ମାଁ ପଞ୍ଚ ଠାକୁରାଣୀ 🙏🚩
ମୁଣ୍ଡମରାଇ ଗ୍ରାମ ୪ ଦିଗରେ ଚାରି ଠାକୁରାଣୀଙ୍କ ବାସ ଆଉ ଗାଁ ମଧ୍ୟରେ ଗ୍ରାମ ଦେବତୀ ରୁହନ୍ତି।
ମାଁ ବୁଢୀ ଠାକୁରାଣୀ
ମାଁ ଗ୍ରାମ ଦେବତୀ
ମାଁ କୋଠରୀ
ମାଁ ବନଦୁର୍ଗା
ମାଁ ଫୁଲକେଶନୀ
🌺 ମାଁ ପାଞ୍ଚ ଠାକୁରାଣୀ ଯାତ୍ରା 2025 - ମୁଣ୍ଡମରାଇ ଗ୍ରାମର ଏକ ପାରମ୍ପାରିକ ଐତିହ୍ୟ 🌺
ମୁଣ୍ଡମରାଇ ଗ୍ରାମର ଲୋକ ପରମ୍ପରା, ଆସ୍ଥା ଓ ଭକ୍ତିର ଚିହ୍ନ ହେଉଛି ମାଁ ପାଞ୍ଚ ଠାକୁରାଣୀଙ୍କ ଯାତ୍ରା। ପ୍ରତି 5 ବର୍ଷ ରେ ଥରେ ବିଶେଷ ଆନନ୍ଦ ଓ ଉତ୍ସାହ ସହିତ ହେଉଥିବା ଏହି ଯାତ୍ରାରେ ମାଁଙ୍କ ଅଗମନ ଏବଂ ପିତୃଘୃହ ମୁଣ୍ଡମରାଇ ଗ୍ରାମକୁ ଆଗମନ ହୁଏ ଜଳ ଯାତ୍ରା ବା କୁମ୍ଭ ଯାତ୍ରା ଦ୍ୱାରା।
🔱 ଏହି ଭିଡିଓରେ ଆପଣ ଦେଖିପାରିବେ:
ପଞ୍ଚ ଠାକୁରାଣୀଙ୍କ ଅଗମନୀ ଯାତ୍ରାର ମନୋହର ଦୃଶ୍ୟ
ଗାଁର ଲୋକଙ୍କ ଉତ୍ସାହ, ଭକ୍ତିଭାବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ
ଐତିହ୍ୟ ଓ ଆଧ୍ୟାତ୍ମିକତାର ଏକ ଅଦ୍ଭୁତ ମିଶ୍ରଣ
📌 ଦୟାକରି ଭିଡିଓଟିକୁ Like, Share, Comment କରନ୍ତୁ ଏବଂ ଏଭଳି ଓଡ଼ିଆ ସଂସ୍କୃତି ଓ ପରମ୍ପରା ଉପରେ ଭିଡିଓ ଦେଖିବା ପାଇଁ Subscribe କରି ଘଣ୍ଟି ବଟନ୍ ଦବାନ୍ତୁ 🔔।
🙏 ଜୟ ଠାକୁରାଣୀ ମାଁ! 🙏
#Mundamarai #ThakuraniJatra2025 #OdiaTradition #KumbhaJatra #JalaJatra #ମୁଣ୍ଡମରାଇ #ଓଡ଼ିଆସଂସ୍କୃତି #ମାଁଠାକୁରାଣୀ #ThakuraniJatra #berhampur #Ganjam #Odisha

Доступные форматы для скачивания:
Скачать видео mp4
-
Информация по загрузке: