Hey Ishwara | Jyoti Prakash Panda, Niharika Dash | Humane Sagar, Aseema Panda
Автор: Dev Creations Odia
Загружено: 2020-02-11
Просмотров: 9771204
RR Events Presents
Hey Ishwara
Video Credits:
*Cast : Jyoti Prakash Panda, Niharika Dash
Producer : Ramesh Barik
Screenplay & Director : Aswin Tripathy
Asst. Director : Milan Jayasingh
DOP : Rudra
Editor : Manas Kumar Sahoo
Song Credits :
♪ Lyrics : Siban Swain
♪ Singer : Humane Sagar & Aseema Panda
♪ Music : Siban Swain
♪ Programming : Subun
♪ Rhythm : Christo Mathews
♪ Sound Engineer : Saktiswara Mohapatra
♪ Studio : MRR Studio
♪ Music Label : Dev Music
Producer - Dev
Contact : +919439093122
Share Your Instagram Reels Videos With us:
Male Version / cjoxjoggeoz
Female Version / cjoylv2g1e7
Jio Users Set Your Callertune on JioSaavn App
http://bit.ly/2lZljq4
♪ Full Song Available on ♪
JioSaavn : http://bit.ly/2lZljq4
Gaana: http://bit.ly/2k2kjko
Amazon.com: https://amzn.to/2k7zt8b
spotify.com https://open.spotify.com/album/1POrkN...
✽ All Rights © Reserved By @DevCreationsOdia
#Humane_Sagar_Asima_Panda_New_Song
M- କେମିତି ଗଢିଛ ଏମିତି ସମ୍ପର୍କ
ବନ୍ଧନ ସାତ ଜନ୍ମର...
କେମିତି ଗଢିଛ ଏମିତି ସମ୍ପର୍କ
ବନ୍ଧନ ସାତ ଜନ୍ମର
ହେ ଈଶ୍ବର ଏ କି ସଂଯୋଗ ତୁମର
ହେ ଈଶ୍ବର ଏ କି ସଂଯୋଗ ତୁମର
F- କୋଉଠି ଲେଖୁଚ ଏଇଠି ହଉଚି
ମିଳନ ଦୁଇ ମନର
ହେ ଈଶ୍ବର ଏ କି ସଂଯୋଗ ତୁମର
ହେ ଈଶ୍ବର ଏ କି ସଂଯୋଗ ତୁମର
-------------------------------------
M- ଜଣଙ୍କ ବିନା ଆଉ ଜଣେ ଏଠି
ରହିପାରେ ନାହିଁ ଜମା
ପାଣି ବିନା ମାଛ ରହିକି ପାରିବ
ଜିଏ ଯେତେ ନେଲେ ଜିମା
F- ଏମିତି ଏ ପ୍ରେମ ସତ ରଙ୍ଗ ଆଣି
ଜୀବନେ ଦିଏ ଅଜାଡି
ଜୋଉଠି ଥିଲେ ବି ଦୁଇଟି ହୃଦୟ
ହେଇଯାଏ ଆପେ ଯୋଡି
ଗୋଟିଏ ଗଛର ସିଅ
ଗୋଟିଏ ସୁତାର ଖିଆ
ଦୁଇଟି ପାର୍ଶ୍ଵ ଗୋଟିଏ ମୁଦ୍ରାର
M- କେମିତି ଗଢିଛ ଏମିତି ସମ୍ପର୍କ
ବନ୍ଧନ ସାତ ଜନ୍ମର
ହେ ଈଶ୍ବର ଏ କି ସଂଯୋଗ ତୁମର
ହେ ଈଶ୍ବର ଏ କି ସଂଯୋଗ ତୁମର
F- କୋଉଠି ଲେଖୁଚ ଏଇଠି ହଉଚି
ମିଳନ ଦୁଇ ମନର
ହେ ଈଶ୍ବର ଏ କି ସଂଯୋଗ ତୁମର
ହେ ଈଶ୍ବର ଏ କି ସଂଯୋଗ ତୁମର
-------------------------------------
F- ଜଣଙ୍କ ଖୁସିରେ ଜଣେ ଭାଗିଦାର
ଜଣଙ୍କ ଦୁଃଖରେ ଜଣେ
ଦୁହେଁ ଦୁହିଁଙ୍କର ପରିପୁରକ
ଜଣଙ୍କ ଭାଗ୍ୟରେ ଜଣେ
M- ନିସ୍ୱାର୍ଥ ପ୍ରେମରେ ନିସର୍ତ କଥାରେ
ବନ୍ଧା ହୁଏ ଏଠି ନିଡ଼
ରାତି ପଛେ ଏଠି କମ ପଡିଯିବ
ସରେନି ସପନ ଭିଡ଼
ଗୋଟିଏ ଗପରେ ଦେଖା
ଗୋଟିଏ ଗୀତରେ ଲେଖା
ଦୁଇଟି ଦେହ ଗୋଟିଏ ଆତ୍ମାର
F- କେମିତି ଗଢିଛ ଏମିତି ସମ୍ପର୍କ
ବନ୍ଧନ ସାତ ଜନ୍ମର
ହେ ଈଶ୍ବର ଏ କି ସଂଯୋଗ ତୁମର
ହେ ଈଶ୍ବର ଏ କି ସଂଯୋଗ ତୁମର
M- କୋଉଠି ଲେଖୁଚ ଏଇଠି ହଉଚି
ମିଳନ ଦୁଇ ମନର
ହେ ଈଶ୍ବର ଏ କି ସଂଯୋଗ ତୁମର
ହେ ଈଶ୍ବର ଏ କି ସଂଯୋଗ ତୁମର
LIKE | COMMENT | SHARE | SUBSCRIBE
✽ ANTI-PIRACY WARNING ✽
This content is Copyright to Dev Production Studio
Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented !!
Доступные форматы для скачивания:
Скачать видео mp4
-
Информация по загрузке: