E maru prante | ଏ ମରୁପ୍ରାନ୍ତେ | New odia Christian Song | chandan chatar
Автор: Chandan Chatar
Загружено: 2025-07-04
Просмотров: 4793
ଖ୍ରୀଷ୍ଟଯୀଶୁଙ୍କ ନାମରେ ସମସ୍ତଙ୍କୁ ନମସ୍କାର ଜଣାଏ। ଏଇ ଗୀତଟି ଏକ ଉଦ୍ଦିପନା ମୂଳକ ସଙ୍ଗୀତ ଅଟେ।ଆଜି କାଲିର ସମୟରେ ଯେଉଁ ଭଳି ଭାବରେ ଖ୍ରୀଷ୍ଟିୟ ଲୋକ ମାନଙ୍କୁ ତାଡନା କରା ଯାଉଛି ଏଇ ସମୟରେ ଯୀଶୁ ଙ୍କ ସହିତ କିପରି ଲାଗିରହିବା ସେଥିପାଇଁ ତାକୁ ଲକ୍ଷ କରି ଗୀତ ଟି ଲେଖାଯାଇଛି ଆଶା କରୁଛି ଗୀତ ଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ ଧନ୍ୟବାଦ।
For more inquiry :- +91 8249482611
SONG : E MARU PRANTE
SINGER & LYRICS : CHANDAN CHATAR
MUSIC 🎶 : HARI MUSIC STUDIO,CHAIBASA
CO-STUDIO : MT MUSICAL
CAMERA : KETU MAJHI
SUPPORT BY : PS.HEBAL NAYAK
PRODUCER : CHANDRIKA CREATION
: LYRICS :
ଯୀଶୁ ତୁମେ ସାହା ହୁଅ ଏ ମରୁ ପ୍ରାନ୍ତେ
ଚାଲିବି ମୁଁ ନେଇ ପ୍ରଭୁ ତୁମକୁ ସାଥେ
ପଥେ ଆସୁ ଯେତେ ଝଞ୍ଜା ପ୍ରଳୟ
ପାପ ପାଇବନି କେବେ ହେଁ ଜୟ
ସା ରେ ଗା ଗା ପା ମା ପା ନି ସା ନି ଧା ଧା ନି ନି ପା ମା ଗା ମା ପା ପା
ଗା ମା ପା ମା ଗା ରେ ସା ....
ସା ରେ ଗା ଗା ପା ମା ପା ନି ସା ନି ଧା ଧା ନି ନି ପା ମା ଗା ମା ପା ପା
ଗା ମା ପା ମା ଗା ରେ ସା ....
ଯୁଗ ଶେଷ ଯାଏ ଥିବି ମୁଁ ସାଥୀରେ
ବାକ୍ୟ ଯେ ପାସୋରି ନାହିଁ
ଜୀଵନର ପଥେ ଥିବି ତୁମ ସାଥେ
ଭୟ ମୁଁ କରିବି ନାହିଁ
ହୋଶାନା ହୋଶାନା
ହୋଶାନା ହାଲେଲୁୟା
ହୋଶାନା ହୋଶାନା
କରୁ ତୁମ ବନ୍ଦନା ।
ବାକ୍ୟ ଅଟେ ମୋର ପଥର ଆଲୋକ
ଅନ୍ଧାର ଯିବ ଦୂରେଇ
ସେ ଆଲୋକରେ ମୁଁ ଆଲୋକିତ ହୋଇ
ଅନ୍ୟକୁ ନେବି କଢାଇ
ସିୟୋନ ର ଦେଶ
ନଥିବ ଦୁଃଖ କ୍ଲେଶ
ଯିବାକୁ ସେ ଦେଶ
ହେବା ଆମେ ପ୍ରସ୍ତୁତ ।
This music video is solely belongs to Chandan chatar property . Legal action will be taken against, if any duplication or mis utilisation of this video is found under copyright act 2020
Доступные форматы для скачивания:
Скачать видео mp4
-
Информация по загрузке: