ଜୟପୁର ଟାଉନ ପୋଲିସକୁ ମିଳିଛି ବଡ ସଫଳତା,୧୪ ଅପରାଧୀଙ୍କୁ ଗିରଫ ସହ ମାରଣାସ୍ତ୍ର ଜବତ ! Koraput, Police
Автор: Pratidin TV
Загружено: 2025-08-30
Просмотров: 13859
ଜୟପୁର ଟାଉନ ପୋଲିସକୁ ମିଳିଛି ବଡ ସଫଳତା,୧୪ ଅପରାଧୀଙ୍କୁ ଗିରଫ ସହ ମାରଣାସ୍ତ୍ର ଜବତ ! ଜୟପୁର ଟାଉନ ପୋଲିସକୁ ମିଳିଛି ବଡ ସଫଳତା। ବିଭିନ୍ନ ମାମଲାରେ ୧୪ ଜଣ ଅପରାଧୀଙ୍କୁ ପୋଲିସ ଗିରଫ କରିଛି। ଏହାକୁ ନେଇ କୋରାପୁଟ ଆଡିସନାଲ୍ ଏସ ପି ଆମ୍ବିତ ମହାନ୍ତି ଟାଉନ ଥାନା ପରିସରରେ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତଙ୍କ ଉପସ୍ଥିତିରେ ଏକ ସାମ୍ୱାଦିକ ସମ୍ମିଳନୀ ଜରିଆରେ ଗିରଫ ଅଭିଯୁକ୍ତମାନେ ବିଭିନ୍ନ ଅପରାଧୀକ ମାମଲାରେ ଜଡିତ ଥିବା ପର୍ଦ୍ଦାଫାଶ କରିଛନ୍ତି। Koraput, Police
#Koraput #Police #policecase
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Доступные форматы для скачивания:
Скачать видео mp4
-
Информация по загрузке: