ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷରୁ ଖଣ୍ଡଯୁଦ୍ଧ ଘଟଣା, ଆଜି ସନ୍ଧ୍ୟା ୬ଟା ଯାଏଁ ଇଣ୍ଟରନେଟ୍ ସେବା ଉପରେ କଟକଣା ....
Автор: Prameya News7 Digital
Загружено: 2026-01-16
Просмотров: 12146
ଅଶାନ୍ତ ହୋଇଛି ସୁନ୍ଦରଗଡ଼ । ଜିଲ୍ଲାର ରିଜେଣ୍ଟ ମାର୍କେଟ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସଂଘର୍ଷ ଯୋଗୁଁ ଭୟଙ୍କର ସ୍ଥିତି ଉପୁଜିଛି । ଯେଉଁଥିରେ ୪ ପୁଲିସ କର୍ମୀଙ୍କ ସମେତ ୧୨ ଆହତ ହୋଇଛନ୍ତି । ହିଂସାକାଣ୍ଡ ଓ ଉତ୍ତେଜନାକୁ କାବୁ କରିବା ପାଇଁ ସହରରେ ୧୬୩ ଧାରା ବଳବତ୍ତର ରହିଛି ।
#SundargarhNews #RegentMarketClash #OdishaViolence #BreakingNews #OdishaUpdates #LawAndOrder #PoliceInjured #PublicUnrest #OdishaCrime #Section163 #OdishaHeadlines #LatestNews #OdishaPolitics #ViolenceUpdate #OdishaSecurity #prameyanews7
Follow Prameya News7;
Facebook: / news7odia
Twitter: / news7odia
Instagram: / prameyanews7
Website:prameyanews7.com
Download Android App: https://play.google.com/store/apps/de...
Public App: https://public.app/user/profile/jwm21...
Watch out our Playlist;
Face 2 Face: • ଅଶ୍ୱିନୀ କୁମାର ପାତ୍ର, ପର୍ଯ୍ୟଟନ ଓ ଅବକାରୀ ମନ୍...
Breakfast Odisha: • Breakfast Odisha With Prafulla Kumar Sahoo...
Explore Odisha: • କାଳିଆମ୍ବା ଜଳପ୍ରପାତ, ଟ୍ରି-ହାଉସ୍ ଓ ଭେଟନଈର କୃ...
Доступные форматы для скачивания:
Скачать видео mp4
-
Информация по загрузке: