Nijukti Mela || ନିଯୁକ୍ତି ମେଳା
Автор: DD ODIA
Загружено: 2025-12-16
Просмотров: 590
Nijukti Mela || ନିଯୁକ୍ତି ମେଳା
ନୂତନ ଭାବେ ଚୟନୀତ ୩ ଟି ବିଭାଗର, ୫୯୧ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ ତଥା ନୂତନ ଜଳସେଚନ କାର୍ଯ୍ୟର ଉଦ୍ଘାଟନ ଓ ଭିଭିପ୍ରସ୍ତର ସ୍ଥାପନ, ୧୧ ଡିସେମ୍ବର ୨୦୨୫ |
ଓଡ଼ିଶା କୃଷି ଶିକ୍ଷା ସଦନ, ଓ.ୟୁ.ଏ.ଟି., ଭୁବନେଶ୍ବର
ଜଳ ସମ୍ପଦ ବିଭାଗ ।
ପୂର୍ତ୍ତ ବିଭାଗ ।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ
#ddodia #ddodisha #ddbhubaneswar #nijuktimela #cmmohanmajhi #waterresorcedepartment #departmentoffinance #housingandurbandevelopmentdepartment #governmentofodisha
Доступные форматы для скачивания:
Скачать видео mp4
-
Информация по загрузке: