ମନ ନାଚେରେ || MANA NACHERE || HUMAN SAGAR ODIA CHRISTIAN SONG || PARAS KUMAR SINGH ||
Автор: Paras Kumar Singh
Загружено: 2025-03-09
Просмотров: 89200
ଯୀଶୁଙ୍କ ବହୁମୂଲ୍ୟ ନାମରେ ସମସ୍ତ ଖ୍ରୀଷ୍ଟିୟ ପ୍ରେମୀ ମାନଙ୍କୁ ମର ନମସ୍କାର , ଏହି ଗୀତଟି କଟକ - ଭୁବନେଶ୍ୱର ଡାଇସେସ ର ୫୦ ବର୍ଷୀୟ ରୌପ୍ୟ ଜୟନ୍ତୀ ଉପଲକ୍ଷେ ବାଲିଗୁଡା ଠାରେ Charismatic Retreat Program ଆୟୋଜନ କରାଯାଇଥିଲା | ସେହି program ରେ ମନ ନାଚେରେ ଗୀତଟି ଗାଇବା ପାଇଁ ବାଲିଗୁଡା ଲୋକୋମାନେ ବହୁତ୍ ଅନୁରୋଧ କରିଥିଲେ | ଏହି ଗୀତଟି Fr. Devraj Fr.Bhanja kishor & Fr.Rajib ଙ୍କ ଦ୍ଵାରା ସଂଗୀତଟି ପରିଚାଳନା କରାଯାଇଥିଲା, ଯାହାକି ଅତ୍ୟନ୍ତ ନିଆରା ଥିଲା | ଗିତଟକୁ ବହୁତ ସୁନ୍ଦର ଭାବରେ କନ୍ଧମାଳ ଜିଲ୍ଲାର ସୁନାମଧନ୍ୟ ବଛା ବଛା କଳାକାର ମାନେ ଗାଇଥିଲେ | ଯାହାକି ଚୀର ସ୍ମରଣୀୟ ହୋଇ ରହିବ | ଏହି ଗୀତକୁ ଗାଇବା ସମୟର ବାଲିଗୁଡା ବାସି ବହୁତ୍ ମନ ଖୁସିରେ ନାଚି ନାଚି ପ୍ରଭୁଙ୍କର ପ୍ରଶଂସା କରିଥିଲେ |
SONG CREDIT
,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,
SONG : MANA NACHERE
LYRICS & COMPOSITION : FR.SANJIB SVD
CHOIR LEADS : FR. DEVRAJ
LEAD CHOIR : FR. BHANJA & FR. RAJIV
MUSIC : PARAS, NITIN, PRASANA
CHOIR GROUP : AKSHAY, TAPAN, GABRIEL ,VINCENT, RAKHAYA,SONALI, ANKITA,DEEPNJALI,SRUJANITA, HASINA
If you want to hire us for your programme then please Contact us on our Social handles or WhatsApp me.
Instagram: https://instagram.com/sparaskumarsing...
Facebook: https://www.facebook.com/sparas.kumar...
WhatsApp: +918280339691
Доступные форматы для скачивания:
Скачать видео mp4
-
Информация по загрузке: