Livelihood Revived Children's Education in the time of Pandemic I कोरोना काल में बैकल्पिक अजिबिका
Автор: Development Debate
Загружено: 2021-04-30
Просмотров: 1115
COVID-19 has created an unprecedented situation in the country. Tribal areas in Odisha were worst hit during the lockdown. Sikshasandhan carried out a survey of the migrating population in Ramachandrapur Panchayat, of Mayurbhanj district and, in view of the misery of this group of people, it tried to help them earn their livelihood in these difficult times. Members of the group were persuaded to set up small businesses to support their families. Sikshasandhan with the support of AEIN, Luxembourg extended financial assistance to those who needed it.
कोविड-19 ने देश में अभूतपूर्व स्थिति पैदा कर दी है। लॉकडाउन के दौरान ओडिशा के आदिवासी इलाकों में सबसे ज़्यादा नुकसान हुआ है। शिक्षासंधान ने मयूरभंज जिले के रामचंद्रपुर पंचायत में पलायन करने वाली आबादी का सर्वेक्षण किया और इस समूह के लोगों की तकलीफ़ को देखते हुए, इस मुश्किल समय में उन्हें अपनी आजीविका कमाने में मदद करने की कोशिश की। समूह के सदस्यों को अपने परिवारों का भरण-पोषण करने के लिए छोटे-मोटे व्यवसाय शुरू करने के लिए राजी किया गया। शिक्षासंधान ने AEIN, लक्ज़मबर्ग के सहयोग से ज़रूरतमंद लोगों को वित्तीय सहायता प्रदान की।
(This recorded background song is farming-related; the women of the Kondh tribe sing to the young paddy crops as they transplant them in the field.)
କୋଭିଡି-୧୯, ଦେଶରେ ଏକ ଅକଳନୀୟ ପରିସ୍ଥିତି ସୃଷ୍ଟି କରିଥିଲା। ତାଲାବନ୍ଦୀ ସମୟରେ ଓଡିଶାର ଆଦିବାସୀ ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ମୟୂରଭଞ୍ଜ ଜିଲ୍ଲାର ରାମଚନ୍ଦ୍ରପୁର ପଞ୍ଚାୟତରେ ପ୍ରବାସୀ ଜନସଂଖ୍ୟାଙ୍କ ଉପରେ 'ଶିକ୍ଷାସନ୍ଧାନ' ଏକ ସର୍ଭେ କରିଥିଲେ; ଏବଂ ଏହି ଗୋଷ୍ଠୀର ଲୋକଙ୍କ ଦୁଃଖକଷ୍ଟକୁ ଦୃଷ୍ଟିରେ ରଖି ଏଭଳି ସଂକଟ ସମୟରେ ସେମାନଙ୍କ ଜୀବିକା ନିର୍ବାହ କରିବାରେ ସାହାଯ୍ୟ କରିବାକୁ ଚେଷ୍ଟା କରିଥିଲେ। ଏହି ସଂପ୍ରଦାୟର ସଦସ୍ୟମାନେ, ଯେଉଁମାନଙ୍କ ପରିବାରକୁ ସହାୟତା ଦେବା ପାଇଁ ଛୋଟ ଛୋଟ ବ୍ୟବସାୟ ଏବଂ ଜିବୀକାର ଅନ୍ୟାନ୍ୟ ସଂଭାବ୍ୟ ପନ୍ଥାସବୁ ଅବଲମ୍ବନ କରିବାକୁ ଆଗ୍ରହୀ ହୋଇଥିଲେ I ଏ.ଇ.ଆଇ.ଏନ ଲକ୍ସେମବର୍ଗର ସହାୟତାରେ ସେମାନଙ୍କୁ ଆର୍ଥିକ ସହଯୋଗର ହାତ ବଢ଼ାଇଥିଲେ I
(ଏହି ପୃଷ୍ଠଭୂମି ଗୀତଟି ଚାଷ ସମ୍ପର୍କିତ; କଂଦ୍ଧ ଜାତିର ମହିଳାମାନେ କ୍ଷେତରେ ଧାନର ତଳି ରୋପଣ କରୁଥିବାବେଳେ ଏଭଳି ଗୀତ ଗାଇ ଥା'ନ୍ତି )
Доступные форматы для скачивания:
Скачать видео mp4
-
Информация по загрузке: