Скачать
ଦୁର୍ନୀତି କିମ୍ବା ଅବହେଳା କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ - ମୁଖ୍ୟମନ୍ତ୍ରୀ
Автор: News Odisha 24
Загружено: 2025-05-16
Просмотров: 20
Описание:
ସେ କାଳ ପଖାଳ ଆଉ ନାହିଁ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଆପଣମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ ଭଲ ସମ୍ପର୍କ ରଖିନାହାନ୍ତି । ମୁଁ ଜାଣେ କିଏ ଭଲ ସମ୍ପର୍କ ରଖି ନାହିଁ ।
ମୋର ଭାଷଣ ଆସିଲେ, ଆପଣମାନେ କେତେକ ଟେଲିଭିଜନ ବନ୍ଦ କରୁଛନ୍ତି ଓ ଲୋକଙ୍କୁ ଚାଲିଯିବାକୁ କହୁଛନ୍ତି । ଆପଣମାନେ ଜାଣିବେ ପରିଣାମ କଣ ହେବ
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ସ୍ଥିତ କନ୍ଭେନ୍ସନ୍ ସେଣ୍ଟର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମ୍ମିଳନୀରେ ପରାମର୍ଶ ଦେଇଛନ୍ତି ।
ଶେଷ ଧାଡ଼ିରେ ଥିବା ଲୋକଟିଏ ଯେପରି ସବୁ ମୌଳିକ ସୁବିଧା ପାଇପାରିବ, ଏହାହିଁ ଆମର ଉଦ୍ଦେଶ୍ୟ
ସରକାର ଓ ଲୋକଙ୍କ ଭିତରେ ଥିବା ସେତୁକୁ ସୁଦୃଢ଼ ଓ ପ୍ରଶସ୍ତ କରନ୍ତୁ
ଦୁର୍ନୀତି କିମ୍ବା ଅବହେଳା କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ - ମୁଖ୍ୟମନ୍ତ୍ରୀ
Доступные форматы для скачивания:
Скачать видео mp4
-
Информация по загрузке: