ବିମାନ ଛାଡି ଟ୍ରେନରେ ଗଲେ ! Indigo Flight News Today | Indigo Flight | IndiGo Flight Disruption
Автор: News18 Odia
Загружено: 2025-12-07
Просмотров: 1182
ବିମାନ ଛାଡି ଟ୍ରେନରେ ଗଲେ ! Indigo Flight News Today | Indigo Flight | IndiGo Flight Disruption
ଇଣ୍ଡିଗୋ ବିମାନର ଅଚଳାବସ୍ଥା ଜାରି । ଉଡୁନି ବିମାନ, ଗନ୍ତବ୍ୟ ସ୍ଥଳକୁ ଯାଇପାରୁନାହାନ୍ତି ଯାତ୍ରୀ । ଆଉ ଏବେ ଟ୍ରେନ ପାଲଟିଛି ବିମାନ ଯାତ୍ରୀଙ୍କ ଭରସା । ଅଧିକାଂଶ ଯାତ୍ରୀ ଭୁବନେଶ୍ବର ଏୟାରପୋର୍ଟରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ରେଳ ଷ୍ଟେସନକୁ ଆସିଥିଲେ । ବିମାନର ବିକଳ୍ପ ଭାବେ ଟ୍ରେନକୁ ବାଛିଥିଲେ । ଏଥିପାଇଁ ଆଜି ଭୁବନେଶ୍ବର ରେଳ ଷ୍ଟେସନରେ ଯାତ୍ରୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସେପଟେ ବିମାନ ଯାତ୍ରୀଙ୍କ ଅସୁବିଧାକୁ ନେଇ ରେଳ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା ହୋଇଛି । ଅଧିକାଂଶ ବିମାନ ଯାତ୍ରୀ ଏୟାରପୋର୍ଟରୁ ଫେରି ଟ୍ରେନ ଯୋଗେ କୋଲକାତା, ଦିଲ୍ଲୀ, ହାଇଦ୍ରାବାଦ, ମୁମ୍ବାଇ ଆଦି ଯାଇଛନ୍ତି ।
IndiGo flight services remain disrupted, leaving passengers stranded at Bhubaneswar Airport for hours. With flights grounded and destinations unreachable, travelers are now turning to trains as an alternative. Heavy rush was seen at Bhubaneswar Railway Station as most passengers opted for trains to reach Kolkata, Delhi, Hyderabad, Mumbai, and other cities. Railways even arranged special trains to ease the situation. Watch the full report on this major travel chaos in Odisha!
#DGCA #Indigo #News18Odia #OdiaNews
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - https://onelink.to/desc-youtube
Please visit our website https://bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ
Subscribe to our channel to get the latest news and updates https://tinyurl.com/y46bt2fm
Доступные форматы для скачивания:
Скачать видео mp4
-
Информация по загрузке: