ରେଷ୍ଟୁରାଣ୍ଟ୍ ଷ୍ଟାଇଲ୍ ହାଇଦ୍ରାବାଦୀ ଚିକେନ୍ ଦମ୍ ବିରିୟାନୀ -(Hyderabadi Chicken Dum Biryani) .
Автор: Ama Odisha Rosei
Загружено: 2018-10-22
Просмотров: 54882
ଆପଣଙ୍କ Request ଅନୁସାରେ ଆଜି ପ୍ରଥମ ଥର ପାଇଁ ମୁଁ ବିରିୟାନୀ ରେସିପି ଆଣିଆସିଛି।
ଏହା ହେଉଛି Special ହାଇଦ୍ରାବାଦୀ ଚିକେନ୍ ଦମ୍ ବିରିୟାନୀ।
ଦୟାକରି ଏହି ରେସିପି କୁ ଶେଷ ଯାଏଁ ଦେଖନ୍ତୁ ଏବଂ ନିଜର ମୂଲ୍ୟବାନ ଅନୁଭବ ମୋ ସହିତ Comment Box ରେ Share ମଧ୍ୟ କରନ୍ତୁ।
ମୋ ରେସିପି ଭଲ ଲାଗିଲେ Like ଏବଂ Share କରିବେ।
ମୋ ଚ୍ୟାନେଲ୍ କୁ SUBSCRIBE କରି Bell Icon Click କରିବାକୁ ଭୁଲିବେନି।🙏
ମୋ ଚ୍ୟାନେଲ୍ କୁ Visit କରିଥିବା ରୁ ଧନ୍ୟବାଦ୍🙏
Доступные форматы для скачивания:
Скачать видео mp4
-
Информация по загрузке: