𝐏𝐞𝐝𝐚 𝐆𝐮𝐝𝐮𝐦 𝐄𝐧𝐠𝐥𝐢𝐬𝐡 ( 360° VR video. Use VR set for better resolution & immersive experience)
Автор: SCSTRTI Odisha
Загружено: 2024-09-27
Просмотров: 126
#PedaGudum #KoyaTribe #TraditionalGovernance #TribalLeadership #CulturalHeritage #KoyaCulture
PEDA GUDUM
Name of the Scheduled Tribe- Koya
#PedaGudum refers to a #traditional governance system or an #assembly that plays a key role in decision-making and social organization within the tribe. The Koya is one of the largest indigenous tribal groups in southern Odisha, known for their distinct cultural practices, festivals, and community rituals.
The #Koya tribes follow a system of self-governance where village councils, known as Peda Gudum, manage the administrative and social matters of the community. These councils handle disputes, maintain law and order and ensure the enforcement of traditional customs and rules.
The Peda Gudum is often led by a #Pedda (village head or elder), who is highly respected within the tribe.
The Peda Gudum serves as a critical institution for maintaining social order, resolving disputes, and preserving the traditional norms and customs of the tribe. It also serves as a space for deliberation on matters related to #land, #marriage, or other community-related decisions.
#ପେଦା ଗୁଡୁମ
ଆନୁସୂଚିତ ଜନଜାତିର ନାମ: କୋୟା
କୋୟା ଦକ୍ଷିଣ ଓଡ଼ିଶାର ଅନ୍ୟତମ ବଡ ଆଦିବାସୀ ସମୂହ ଯେଉଁମାନେ ନିଜର ପାରମ୍ପରିକ ପର୍ବ, ସାଂସ୍କୃତିକ ଐକ୍ୟ ତଥା ଗୋଷ୍ଠୀଗତ ନିଷ୍ପତ୍ତି ବ୍ୟବସ୍ଥା ପାଇଁ ପ୍ରସିଦ୍ଧ। ମାଲକାନଗିରିରେ ବସବାସ କରୁଥିବା କୋୟାମାନେ ମାଡକାମୀ, ପଡ଼ିଆମୀ ଆଦି ସମ୍ପ୍ରଦାୟର ହୋଇଥାନ୍ତି।
ପେଦା ଗୁଡୁମ ହେଉଛି ମାଲକାନଗିରିର କୋୟା ଆଦିବାସୀମାନଙ୍କର ଏକ ଆନୁଷ୍ଠାନିକ ବୈଠକ ବ୍ୟବସ୍ଥା ଯାହା ଅନେକ ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ବାଟ ଫିଟାଇ ଥାଏ। ଏହି ବୈଠକରେ ଗାଁ ର ଆବାଳବୃଦ୍ଧବନିତା ଯୋଗ ଦେଇଥାନ୍ତି ଏବଂ ଏଥିରେ ଯୋଗ ଦେବାକୁ ଗ୍ରାମବାସୀମାନଙ୍କୁ ଗୋଟିଏ ଦିନ ଆଗରୁ ସୂଚନା ଦିଆଯାଇଥାଏ।
ଏହି ପେଦା ଗୁଡୁମ ନାମକ ବ୍ୟବସ୍ଥା ଟି ପେଦା ବା ଗୋଷ୍ଠୀର ମୁଖ୍ୟ ଲୋକଙ୍କ ଦ୍ବାରା ପରିଚାଳିତ ହୁଏ। ପେଦାଙ୍କୁ ଗୋଷ୍ଠୀର ଲୋକମାନେ ଅନେକ ସମ୍ମାନ ଦିଅନ୍ତି। ଏହି ବ୍ୟବସ୍ଥା ଅନେକ ସାମାଜିକ ଏବଂ ପ୍ରଶାସନିକ ସମସ୍ୟାର ସମାଧାନ କରିଥାଏ। ଏହା ପାରମ୍ପରିକ ନୀତି ନିୟମ ଆଦିର ପାଳନ ସୁନିଶ୍ଚିତ କରିବାସହ ଗୋଷ୍ଠୀ ମଧ୍ୟରେ ଥିବା ବିବାଦର ସମାଧାନ କରି ଆଇନ ଶୃଙ୍ଖଳା ବ୍ୟବସ୍ଥା ବଜାୟ ରଖିଥାଏ।
Доступные форматы для скачивания:
Скачать видео mp4
-
Информация по загрузке: