Puri Dhama_Srikhetra Dhama_ଶ୍ରୀ ଜଗନ୍ନାଥ ଧାମ_କାର୍ତ୍ତିକ ମାସ ଦର୍ଶନ (PURI - Odisha)
Автор: Maa Ki Bhakti
Загружено: 2025-10-19
Просмотров: 234
ଜଗନ୍ନାଥ ମନ୍ଦିର, ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି ।
କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ । ପୁରୀ ଜଗନ୍ନାଥ ମନ୍ଦିର ପାଇଁ ପୃଥିବୀ ପ୍ରସିଦ୍ଧ । ଭାରତର ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ । ଏହା ଜଗନ୍ନାଥ ପୁରୀ ନାମରେ ମଧ୍ୟ ପ୍ରସିଦ୍ଧ ।
जगन्नाथ मंदिर, जिसे बड़ादेउल, श्रीमंदिर के नाम से भी जाना जाता है, ओडिशा के पुरी शहर के मध्य में स्थित एक मंदिर जहाँ श्री जगन्नाथ, श्री बलभद्र, देवी सुभद्रा और श्री सुदर्शन की पूजा की जाती है। यह मंदिर ओडिशा की संस्कृति और जीवनशैली का विस्तृत विवरण प्रस्तुत करता है।
कलिंग वास्तुकला शैली में निर्मित यह मंदिर विश्व के पूर्व-दक्षिण (अग्निकोण) में स्थित है भारत, भारत के अग्निकोण में स्थित है ओडिशा, ओडिशा के अग्निकोण में स्थित है पुरी। पुरी भारत का एक तीर्थ क्षेत्र के लिए जाना जाता है और चार धाम में से एक धाम में है ।
• Puri Dhama_Srikhetra Dhama_ଶ୍ରୀ ଜଗନ୍ନାଥ ଧା...
#puridham #jagannathdham #puriodisha #chardham #odishatourism #purivlogs
Доступные форматы для скачивания:
Скачать видео mp4
-
Информация по загрузке: