କୋଲେଷ୍ଟ୍ରୋଲ – କେମିତି କରିବେ ନିୟନ୍ତ୍ରଣ? | Dr Binaya Bhusan Binakar on How to Control Cholesterol
Автор: Swasthya Plus Odia
Загружено: 2020-11-20
Просмотров: 429839
#Cholesterol #DoctorAdvice #OdiaHealthTips
କୋଲେଷ୍ଟ୍ରୋଲକୁ କେମିତି ନିୟନ୍ତ୍ରଣ କରିବେ, ସେନେଇ ଡାକ୍ତର ପରାମର୍ଶ ଜାଣନ୍ତୁ। ଭିଡିଓଟିକୁ ଲାଇକ କରିବା ସହିତ ପରିବାର ଓ ନିଜ ବନ୍ଧୁମାନଙ୍କୁ ସେୟାର କରନ୍ତୁ।
ଅତ୍ୟଧିକ ଚର୍ବିଜାତୀୟ ତଥା ତେଲମସଲା ଖାଦ୍ୟ ଖାଇବା ଫଳରେ ଆମ ଶରୀରରେ କୋଲେଷ୍ଟ୍ରୋଲର ମାତ୍ରା ବଢ଼ିଯାଇଥାଏ। ଯଦି ଶରୀରରେ କୋଲେଷ୍ଟ୍ରୋଲର ମାତ୍ରାକୁ ନିୟନ୍ତ୍ରଣ କରିବେ ନାହିଁ, ତେବେ ଏହା ଡାଏବେଟିସ୍, ଉଚ୍ଚ ରକ୍ତଚାପ ଭଳି ବିଭିନ୍ନ ଦୂରାରୋଗ୍ୟ ରୋଗ ସୃଷ୍ଟି କରିପାରେ। ତାହେଲେ କେମିତି କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରିବେ? ଏଥିପାଇଁ କ’ଣ ଖାଇବା ଦରକାର? ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ବିନୟ ଭୂଷଣ ବିଣାକରଙ୍କଠାରୁ ଆସନ୍ତୁ ଜାଣିବା।
ଏହି ଭିଡିଓରେ ରହିଛି,
ଶରୀରରେ କୋଲେଷ୍ଟ୍ରୋଲର କାମ କ’ଣ? (0:00)
କୋଲେଷ୍ଟ୍ରୋଲ କେମିତି ବଢେ଼? (1:16)
କେମିତି ନିୟନ୍ତ୍ରଣ କରିବେ କୋଲେଷ୍ଟ୍ରୋଲ? (2:02)
କୋଲେଷ୍ଟ୍ରୋଲର ବଢ଼ିବାର ଜଟିଳତା (6:47)
ଡାକ୍ତରଙ୍କ ପରାମର୍ଶ (7:12)
ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍ କରନ୍ତୁ: https://www.swasthya.plus/how-do-you-...
How can we control our Cholesterol levels? Know Doctor's Advice. Like the video and share it with family and friends.
Eating too much fatty and spicy foods raises cholesterol levels in our body. If you do not control the cholesterol level in the body, it can lead to various chronic diseases such as diabetes, high blood pressure. So how do you control your cholesterol level? What do you need to eat for this? Let's find out from Dr Binaya Bhusan Binakar, a Cardiologist.
In this video,
Function of Cholesterol in our body? (0:00)
How does Cholesterol rise? (1:16)
How to control Cholesterol? (2:02)
Complications of High Cholesterol (6:47)
Doctor's Advice (7:12)
Subscribe Now & Live a Healthy Life!
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍ସ୍କ୍ରାଇବ୍ କରନ୍ତୁ।
Swasthya Plus Odia, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more!
Доступные форматы для скачивания:
Скачать видео mp4
-
Информация по загрузке: