ମୋ କଲେଜ କାର୍ଯ୍ୟକ୍ରମକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ। ରିପୋର୍ଟ-କୈଳାସ ଚନ୍ଦ୍ର ପାତ୍ର,ଏକ୍ସପ୍ରେସ ନ୍ଯୁଜ।
Автор: En Express News
Загружено: 2021-03-21
Просмотров: 83
#expressnews
#mocollge
#chhrichak
ଆମକୁ ଫଲୋ କରିବା ପାଇଁ ଏକ୍ସପ୍ରେସ ନ୍ଯୁଜକୁ subscribe,like and share କରନ୍ତୁ।
ଚାରିଛକ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ରେ ମୋ କଲେଜ ଅଭିଯାନ ର ଶୁଭ ଆରମ୍ଭ ।
ପୁରୀ ଜିଲ୍ଲା ନିମାପଡା ବ୍ଲକ ଚାରିଛକ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ରେ ଆଜି ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମ ଶୁଭ ଆରମ୍ଭ କରାଯାଇଛି ।ଏହି ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମ ରେ ଭିଡିଓ କଁମ୍ଫରିଜି ମାଧ୍ୟମରେ ଶୁଭ ଆରମ୍ଭ କରିଥିଲେ । ଏହି ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମ ରେ ଚାରିଛକ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀମତୀ କଲ୍ୟାଣି ପଟନାୟକ ଆଜିର କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ଚାରିଛକ ଅଞ୍ଚଳର ଶିକ୍ଷାବିତି ,ବୁଦ୍ଧିଜୀବୀ ଏବଂ ସମାଜସେବୀ ସହିତ ଚାରିଛକ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ସହିତ ସମସ୍ତ ଛାତ୍ରୀ ଏବଂ ସମସ୍ତ ଗଣ ପ୍ରତିନିଧ ମାନେ ଉପସ୍ଥିତ ଥିଲେ ।

Доступные форматы для скачивания:
Скачать видео mp4
-
Информация по загрузке: